Odiapua.com

ଧାମରୋର ବିଶିଷ୍ଠ ପ୍ରବଚକ ଶିବ ନନା ସମ୍ଭନ୍ଧିର୍ତ

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଧାମରା ପଂଚାୟତ ଗୋବିନ୍ଦପୁର ଠୋର ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରେବଶ ଉତ୍ସବ ମହା ସମୋରାହେର ପାଳିତ ହୋଇ ଯାଇଛି।ଏହି ପ୍ରତିଷ୍ଠା ଉତ୍ସବ ଅବସରେର ଓଡିଶାର ସୁନାମଧନ୍ୟ ବିଶିଷ୍ଠ ପ୍ରବଚକ ଶିବ ପ୍ରସାଦ ଦାସ ଏବଂ ତାଙ୍କ ସହେଯାଗୀ ମାନଙ୍କ ଦ୍ୱାରା ୩ ଦିନ ଧରି ପ୍ରବଚନ ଏବଂ ସଙ୍ଗୀତ ସନ୍ଧ୍ୟା କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରେର ମା ମଙ୍ଗଳା ମନ୍ଦିର କମିଟି ଦ୍ୱାରା ପ୍ରବଚକ ଶିବ ନନା ଙ୍କୁ ପୁଷ୍ପଗୁଚ୍ଛ, ଉପେଢøକନ ଏବଂ ମାନପତ୍ର ଦିଆଯାଇ ସମ୍ଭନ୍ଧିର୍ତ କରାଯାଇଥିଲା। ଏଥିସହ ତାଙ୍କର ସାଥୀ କଳାକାର ମାନଙ୍କୁ ମଧ୍ୟ ସମ୍ଭନ୍ଧିର୍ତ କରାଯାଇଥିଲା। ଏହି ସମ୍ଭନ୍ଧିର୍ତ ଉତ୍ସବେର ମା ମଙ୍ଗଳା କମିଟିର ବଳରାମ ପରିଡା, ରଞନ ପରିଡା, ଲକ୍ଷ୍ମୀଧର ପରିଡା, ତ୍ରେିଲାଚନ ପରିଡା, ସଦାନନ୍ଦ ପରିଡା, ମାନେଗାବିନ୍ଦ ପରିଡା, ହେରକୃଷ୍ନ ପରିଡା, ଅକ୍ଷୟ ପରିଡା, ଭରତ ପରିଡା, ସେୁରନ୍ଦ୍ର ଦେଳଇ, ଶତ୍ରୁଘନ ଦେଳଇ, ମଧୁସୁଦନ ସାମଲ, ସନାତନ ମାଝୀ, ହରିହର ପରିଡା, ନୀର ସାମଲ ପ୍ରମୁଖ ଉପସ୍ଥିତ ରହି କାଯ୍ୟର୍କ୍ରମ ପରିଚାଳନୋର ସହେଯାଗ କରିଥିବା େବେଳ ଗୋବିନ୍ଦପୁର ଗ୍ରାମବାସୀ ଏବଂ ଧାମରା ପଂଚାୟତବାସୀଙ୍କ ସାହାଯ୍ୟ ସହେଯାଗେର ଏହି ମନ୍ଦିର ପୂର୍ଣାଙ୍ଗ , ମା ମଙ୍ଗଳା ଙ୍କ ମନ୍ଦିର ପ୍ରେବଶ କାଯର୍କ୍ରମ,ବିଗ୍ରହ ପତିଷ୍ଠା.ପ୍ରବଚନ ସଭା ଏବଂ ସଙ୍ଗୀତ ସନ୍ଧ୍ୟା ଆଦି କାଯ୍ୟର୍କ୍ରମ ଶାନ୍ତି ଶୃଙ୍ଖଳା ମଧ୍ୟେର ଅନୁଷ୍ଠିତ ହୋଇ ଯାଇଛି।