ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ସମାଜସେବୀ ତଥା ପ୍ରକୃତୀପ୍ରେମୀ ଶରତ କୁମାର ଦଳେଇଙ୍କ ଦ୍ୱାରା ବନ ମହୋତ୍ସବ ପାଳନ କରାଯାଇଛି । ଧାମରା ଅଂଚଳରେ ଦିନକୁ ଦିନ ବୃକ୍ଷ ସଂଖ୍ୟା କମି କମି ଯ।।ଉଥିବା ବେଳେ ଏହାକୁ ନଜରରେ ରଖି ଆଜି ଧାମରାଇ ମନ୍ଦିର ପାଶ୍ୱର୍ ରାସ୍ତା ପାଶ୍ୱର୍ରେ ଶରତ ଦଲେଇ ଏବଂ ଧାମରାଇ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନଙ୍କ ସହ ଅଂଳା, ନିମ୍ବ ,କାଜୁ, ଆକାଶିଆ,କରଞ୍ଜ ଏବଂ ଜାମୁ ଗଛ ବହୁ ସଂଖ୍ୟାରେ ବୃକ୍ଷ ରୋପଣ କରିଥିଲେ । ଧାମରା ଅଂଚଳରେ ଦିନକୁ ଦିନ ବଢି ଚାଲିଥିବା ବୃକ୍ଷ ସଂଖ୍ୟା କମି କମି ଯାଉଥିବା ବେଳେ ଏହାକୁ ନଜରରେ ରଖି ଧାମରା ବାସୀ ନିଜ ଅଂଚଳରେ ବହୁ ସଂଖ୍ୟାରେ ଗଛ ରୋପଣ କରି ପରିବେଶକୁ ସନ୍ତୁଳିତ କରିବାରେ ସହଯୋଗ କରନ୍ତି ।