ଧର୍ମାନ୍ଧ ଧର୍ମ ନିରପେକ୍ଷ ଦଳ: ସରକାରୀ କଟକଣା ନୁହେଁ, ଜ୍ୟୋତିଷଙ୍କ ଶୁଭଲଗ୍ନକୁ ମାନିଲେ ସେକୁଲାର୍ ନେତା

ଭୁବନେଶ୍ୱର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଆଜି ରାମନଗରରେ କର୍ଣ୍ଣାଟକର ପୂର୍ବତନ ଗୃହମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ନାତୁଣୀ ରେଭାଟୀଙ୍କ ସହ ବିବାହ ବନ୍ଧନରେ ଆବଧ ହୋଇଛନ୍ତି। ତେବେ ଏହି ବିବାହ ଉତ୍ସବର ଯେଉଁ ଭିଡିଓ ଆସିଛି ସେଥିରେ କରୋନା ଭାଇରସ୍ ଆତଙ୍କ କାରଣରୁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷା କରିବା ନିୟମର ସଂପୂର୍ଣ୍ଣ ଉଲଘଂନ ହୋଇଥିବା ଦେଖାଯାଉଛି। ଏଚ୍.ଡି କୁମାରସ୍ୱାମୀ ଜନତା ଦଳ … Continue reading ଧର୍ମାନ୍ଧ ଧର୍ମ ନିରପେକ୍ଷ ଦଳ: ସରକାରୀ କଟକଣା ନୁହେଁ, ଜ୍ୟୋତିଷଙ୍କ ଶୁଭଲଗ୍ନକୁ ମାନିଲେ ସେକୁଲାର୍ ନେତା