Odiapua.com

ଧଉଳି ଏକ୍ସପ୍ରେସରୁ ଧୂଆଁ

ବାଲେଶ୍ୱର ,୧୧ /୦୮(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ପ୍ରାୟ ଅପରାହ୍ନ ସମୟରେ  ଧଉଳି ଏକ୍ସପ୍ରେସ୍‌ରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ବାହାରିବା ଦେଖି ଅନେକ ଯାତ୍ରୀ ଭୟଭୀତ ହୋଇପଡିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ, ସମୟ ପ୍ରାୟ ୪ଟାରେ ଅଚାନକ ପୁରୀ-ହାଓ୍ଵଡା ଧଉଳି ଏକ୍ସପ୍ରେସ୍‌ ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ଏହି କାରଣରୁ ଏବେ ଟ୍ରେନ ବାଲେଶ୍ୱର ସୋରୋ ଷ୍ଟେସନରେ ଅଟକି ରହିଛି।ଏ ପର୍ଯ୍ୟନ୍ତ ଧୂଆଁ ନିର୍ଗତ ହେବାର କାରଣ  ଣାପଡ଼ି ନାହିଁ।