Odiapua.com

ଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ଜବତ ହୋଇଥିବା ୨୩୯ ଲିଟର ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ଦିନ ହେଲା ଶରଣକୁଳ ଥାନା ଅଞ୍ଚଳରେ ଏହି ଅଭିଯୁକ୍ତ ବାପା ପୁଅ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।