Odiapua.com

ଦେଶରେ କେଉଁ ରାଜ୍ୟରେ କେତେ ଆକ୍ରାନ୍ତ, କେତେ ସୁସ୍ଥ ଏବଂ କେତେ ମୃତ ପଢ଼ନ୍ତୁ ପୁରା ତାଲିକା

ନୂଆ ଦିଲ୍ଲୀ ୨ ୫ (ଓଡ଼ିଆ ପୁଅ) ଦେଶରେ ମୋଟ ୩୫, ୩୬୫ ଟି କୋଭିଡ – ୧୯ ଭୂତାଣୁ ରିପୋର୍ଟ ହୋଇଥିବା ଜଣାଯାଇଛି। ଏହି ରୋଗରେ ୯୦୬୫ ଜଣ ଲୋକ ସୁସ୍ଥ ହୋଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏହି ମାରାତ୍ମକ ରୋଗରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୫୨ ଜଣଙ୍କର ମୃତ୍ୟୁ ଘଟିଛି।

ଜାଣନ୍ତୁ ରାଜ୍ୟଗୁଡ଼ିକର ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଆକ୍ରାନ୍ତ, ସୁସ୍ଥ ଏବଂ ମୃତ ତାଲିକା

ରାଜ୍ୟ-ଆକ୍ରାନ୍ତ-ସୁସ୍ଥ-ମୃତ
୧–ଆଣ୍ଡାମାନ-ନିକୋବର-୩୩-୧୬-୦
୨–ଆନ୍ଧ୍ରପ୍ରଦେଶ-୧,୪୦୩-୪୦୩-୩୩
୩–ଅରୁଣାଚଳ-ପ୍ରଦେଶ-୧-୧-୦
୪–ଆସାମ-୪୨-୨୯-୧
୫–ବିହାର-୪୨୬-୮୨-୨
୬–ଚଣ୍ଡିଗଡ଼-୫୬-୧୭-୦
୭–ଛତିଶଗଡ-୪୦-୩୬-୦
୮–ଦିଲ୍ଲୀ-୩୫୧୫-୧,୦୯୪-୫୯
୯–ଗୋଆ-୭-୭-୦
୧୦–ଗୁଜୁରାଟ-୪,୩୯୫-୬୧୩-୨୧୪
୧୧–ହରିୟାଣା-୩୧୩-୨୦୯-୩
୧୨–ହିମାଚଳ-ପ୍ରଦେଶ-୪୦-୨୮-୧
୧୩–ଜାମ୍ମୁ-କାଶ୍ମୀର-୬୧୪-୨୧୬-୮-
୧୪–ଝାଡଖଣ୍ଡ-୧୧୧-୨୦-୩
୧୫–କର୍ଣ୍ଣାଟକ-୫୭୬-୨୩୫-୨୨
୧୬–କେରଳ-୪୯୭-୩୮୩-୪
୧୭–ଲଦାଖ-୨୨-୧୬-୦
୧୮–ମଧ୍ୟପ୍ରଦେଶ-୨,୭୧୯-୪୮୨-୧୩୭-
୧୯–ମହାରାଷ୍ଟ୍ର-୧୦୪୯୮-୧,୭୭୩-୪୫୯
୨୦–ମଣିପୁର-୨-୨-୦
୨୧–ମେଘାଳୟ-୧୨-୦-୧
୨୨–ମିଜୋରାମ-୧-୦-୦
୨୩–ଓଡିଶା-୧୪୩-୪୧-୧ (ବର୍ତ୍ତମାନ – ୧୫୫-୫୫-୧)
୨୪–ପୁଡୁଚେରୀ-୮-୫-୦
୨୫–ପଞ୍ଜାବ-୩୫୭-୯୦-୧୯
୨୬–ରାଜସ୍ଥାନ-୨,୫୮୪-୮୩୬-୫୮
୨୭–ତାମିଲନାଡୁ-୨୩୨୩-୧୨୫୮-୨୭-
୨୮–ତେଲେଙ୍ଗାନା-୧୦୩୯-୪୪୧-୨୬
୨୯–ତ୍ରିପୁରା-୨-୨-୦
୩୦–ଉତ୍ତରାଖଣ୍ଡ-୫୭-୩୬-୦
୩୧–ଉତ୍ତରପ୍ରଦେଶ-୨,୨୮୧-୫୫୫-୪୧
୩୨–ପଶ୍ଚିମବଙ୍ଗ-୭୯୫-୧୩୯-୩୩
ମୋଟ-କୋଭିଡ–୧୯-ରୋଗୀଙ୍କ-ସ୍ଥିତି-୩୫୩୬୫-୯୦୬୫-୧୧୫୨