Odiapua.com

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୫୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୬ ମୃତ

ନୂଆ ଦିଲ୍ଲୀ ୧୮-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୫୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୮୯,୬୯୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୪,୩୯,୩୩୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୫୮୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୮୧,୩୧୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬,୧୫୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୨,୨୯୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୭%

ଆରୋଗ୍ୟ ହୋଇଛନ୍ତି ୯୮.୧୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୭, ୭୯, ୪୭, ୭୮୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୦୫, ୧୬୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୯, ୧୯, ୨୪, ୮୭୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୯, ୮୯, ୪୯୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୦୩ ୧୨୯
ଆନ୍ଧ୍ରପ୍ରଦେଶ ୬୦୩୪ ୨୦୪୦୧୩୧ ୫୮୬ ୧୪୩୦୭
ଅରୁଣାଚଳ ପ୍ରଦେଶ ୧୪୦ ୫୪୫୬୭ ୩୭ ୨୮୦
ଆସାମ ୩୪୩୬ ୫୯୭୦୮୨ ୨୪୫ ୫୯୫୦
ବିହାର ୪୮ ୭୧୬୩୧୭ ୯୬୬୧
ଚଣ୍ଡିଗଡ଼ ୨୫ ୬୪୪୫୭ ୮୨୦
ଛତିଶଗଡ ୧୮୩ ୯୯୧୯୦୧ ୧୪ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୮
ଦିଲ୍ଲୀ ୩୨୦ ୧୪୧୩୯୮୧ ୩୮ ୨୫୦୮୯
୧୦ ଗୋଆ ୬୦୪ ୧୭୩୫୭୨ ୬୨ ୩୩୪୬
୧୧ ଗୁଜୁରାଟ ୨୦୭ ୮୧୫୯୯୭ ୧୬ ୧୦୦୮୬
୧୨ ହରିୟାଣା ୧୨୩ ୭୬୦୯୦୪ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୩୦୩ ୨୧୬୪୧୪ ୧୨୫ ୩୭୨୦
୧୪ ଜାମ୍ମୁ କାଶ୍ମୀର ୮୪୩ ୩୨୫୭୯୩ ୧୦୭ ୪୪୨୬
୧୫ ଝାଡଖଣ୍ଡ ୧୨୨ ୩୪୩୧୭୩ ୫୧୩୫
୧୬ କର୍ଣ୍ଣାଟକ ୯୪୭୯ ୨୯୩୬୦୩୯ ୩୮୦ ୩୭୯୪୧
୧୭ କେରଳ ୮୮୧୮୬ ୪୭୩୯୨୭୦ ୧୦୭୭୩ ୨୬୮୬୫ ୭୪
୧୮ ଲଦାଖ ୩୬ ୨୦୬୩୪ ୧୨ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୪ ୭୮୨୦୭୭ ୧୭ ୧୦୫୨୩
୨୧ ମହାରାଷ୍ଟ୍ର ୩୨୨୩୦ ୬୪୧୯୬୭୮ ୨୬୮୦ ୧୩୯୭୮୯ ୨୯
୨୨ ମଣିପୁର ୧୪୨୨ ୧୧୯୪୧୮ ୧୦୨ ୧୮୯୭
୨୩ ମେଘାଳୟ ୮୪୫ ୮୦୬୭୩ ୮୬ ୧୪୩୫
୨୪ ମିଜୋରାମ ୧୧୬୩୩ ୧୦୦୮୨୯ ୧୩୮୯ ୩୮୬
୨୫ ନାଗାଲାଣ୍ଡ ୨୪୮ ୩୦୬୮୯ ୨୮ ୬୭୪
୨୬ ଓଡ଼ିଶା ୪୫୪୨ ୧୦୨୨୨୫୦ ୫୦୮ ୮୨୮୫
୨୭ ପୁଡୁଚେରୀ ୫୮୫ ୧୨୪୯୬୧ ୬୪ ୧୮୫୦
୨୮ ପଞ୍ଜାବ ୨୨୭ ୫୮୫୨୬୪ ୧୬ ୧୬୫୪୪
୨୯ ରାଜସ୍ଥାନ ୪୨ ୯୪୫୩୯୪ ୮୯୫୪
୩୦ ସିକ୍କିମ୍ ୧୭୪ ୩୧୧୮୪ ୧୨ ୩୯୧
୩୧ ତାମିଲନାଡୁ ୧୪୮୧୪ ୨୬୩୬୩୭୯ ୧୪୧୧ ୩୫୮୯୯ ୧୫
୩୨ ତେଲେଙ୍ଗାନା ୩୯୨୪ ୬୬୧୦୯୩ ୧୭୬ ୩୯୩୮
୩୩ ତ୍ରିପୁରା ୧୦୪ ୮୩୪୦୧ ୧୨ ୮୧୬
୩୪ ଉତ୍ତରାଖଣ୍ଡ ୧୭୮ ୩୩୬୧୮୧ ୭୩୯୭
୩୫ ଉତ୍ତରପ୍ରଦେଶ ୧୧୯ ୧୬୮୭୦୧୧ ୧୯ ୨୨୮୯୮
୩୬ ପଶ୍ଚିମବଙ୍ଗ ୭୪୨୧ ୧୫୫୪୧୩୨ ୬୩୪ ୧୮୯୭୭ ୧୪
ମୋଟ ୧୮୯୬୯୪ ୩୩୪୩୯୩୩୧ ୧୯୫୮୨ ୪୫୨୨୯୦ ୧୬୬