Odiapua.com

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୮ ମୃତ

ନୂଆ ଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୪୬,୬୮୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୭୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୧,୭୫,୬୫୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୪,୭୭୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୯୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧,୮୮୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬,୨୧୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୯,୫୩୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୭୩%

ଆରୋଗ୍ୟ ହୋଇଛନ୍ତି ୯୭.୯୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୨, ୧୭, ୬୫, ୪୦୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୯, ୪୮, ୩୬୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୭, ୬୮, ୦୩, ୮୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୦୯, ୮୨୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୮୮ ୧୨୯
ଆନ୍ଧ୍ରପ୍ରଦେଶ ୯୧୪୧ ୨୦୩୦୫୦୩ ୧୨୭୨ ୧୪୨୧୯ ୧୧
ଅରୁଣାଚଳ ପ୍ରଦେଶ ୪୧୪ ୫୪୦୮୦ ୧୯ ୨୭୭
ଆସାମ ୪୪୧୮ ୫୯୩୩୦୮ ୧୫୬ ୫୮୯୭
ବିହାର ୨୯ ୭୧୬୨୮୩ ୯୬୬୧
ଚଣ୍ଡିଗଡ଼ ୩୮ ୬୪୩୮୯ ୮୨୦
ଛତିଶଗଡ ୨୨୦ ୯୯୧୬୩୭ ୨୫ ୧୩୫୬୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୪୯ ୧୪୧୩୫୯୦ ୭୬ ୨୫୦୮୮
୧୦ ଗୋଆ ୭୪୭ ୧୭୨୬୯୮ ୬୬ ୩୩୨୨
୧୧ ଗୁଜୁରାଟ ୧୮୦ ୮୧୫୭୭୬ ୧୪ ୧୦୦୮୩
୧୨ ହରିୟାଣା ୨୮୩ ୭୬୦୭୮୦ ୧୦ ୯୮୭୫
୧୩ ହିମାଚଳ ପ୍ରଦେଶ ୧୪୦୦ ୨୧୪୬୫୮ ୧୬୧ ୩୬୮୮
୧୪ ଜାମ୍ମୁ କାଶ୍ମୀର ୧୦୭୪ ୩୨୪୪୯୩ ୧୮୫ ୪୪୨୪
୧୫ ଝାଡଖଣ୍ଡ ୮୪ ୩୪୩୦୬୧ ୧୪ ୫୧୩୫
୧୬ କର୍ଣ୍ଣାଟକ ୧୧୯୫୫ ୨୯୨୯୦୦୮ ୫୭୫ ୩୭୮୪୫ ୧୩
୧୭ କେରଳ ୧୨୫୦୩୦ ୪୫୮୮୦୮୪ ୧୩୮୭୮ ୨୫୬୭୭ ୧୫୧
୧୮ ଲଦାଖ ୫୨ ୨୦୫୭୧ ୨୦୭
୧୯ ଲକ୍ଷଦୀପ ୧୦୩୧୦ ୫୧
୨୦ ମଧ୍ୟପ୍ରଦେଶ ୧୨୨ ୭୮୧୯୩୬ ୧୧ ୧୦୫୨୨
୨୧ ମହାରାଷ୍ଟ୍ର ୩୬୭୪୪ ୬୩୮୮୮୯୯ ୨୮୪୦ ୧୩୯୨୭୨ ୩୯
୨୨ ମଣିପୁର ୧୭୨୪ ୧୧୭୭୦୮ ୬୩୨ ୧୮୭୧
୨୩ ମେଘାଳୟ ୧୩୭୩ ୭୯୧୭୩ ୨୧୬ ୧୪୦୯
୨୪ ମିଜୋରାମ ୧୬୦୦୫ ୮୪୯୮୭ ୧୩୬୮ ୩୩୫
୨୫ ନାଗାଲାଣ୍ଡ ୩୧୪ ୩୦୩୬୨ ୧୯ ୬୬୬
୨୬ ଓଡ଼ିଶା ୪୪୩୧ ୧୦୧୬୧୬୫ ୫୫୭ ୮୨୨୩
୨୭ ପୁଡୁଚେରୀ ୬୪୩ ୧୨୪୧୮୩ ୯୨ ୧୮୪୩
୨୮ ପଞ୍ଜାବ ୨୬୧ ୫୮୪୯୬୬ ୨୦ ୧୬୫୨୫
୨୯ ରାଜସ୍ଥାନ ୫୨ ୯୪୫୩୩୭ ୮୯୫୪
୩୦ ସିକ୍କିମ୍ ୪୨୧ ୩୦୭୫୨ ୫୩ ୩୮୮
୩୧ ତାମିଲନାଡୁ ୧୬୭୪୯ ୨୬୧୮୯୮୦ ୧୫୪୮ ୩୫୬୮୨ ୧୬
୩୨ ତେଲେଙ୍ଗାନା ୪୩୯୦ ୬୫୮୬୫୭ ୨୪୮ ୩୯୨୪
୩୩ ତ୍ରିପୁରା ୧୫୪ ୮୩୨୩୫ ୨୩ ୮୧୫
୩୪ ଉତ୍ତରାଖଣ୍ଡ ୧୪୯ ୩୩୬୦୫୨ ୧୩ ୭୩୯୫
୩୫ ଉତ୍ତରପ୍ରଦେଶ ୧୫୩ ୧୬୮୬୮୪୪ ୨୩ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୫୭୫ ୧୫୪୬୦୩୭ ୬୩୭ ୧୮୮୪୮ ୧୧
ମୋଟ ୨୪୬୬୮୭ ୩୩୧୭୫୬୫୬ ୨୪୭୭୦ ୪୪୯୫୩୮ ୨୭୮