Odiapua.com

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩୧ ମୃତ

ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୪୨,୯୨୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୫,୬୦,୪୭୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୦୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୭,୩୨୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮,୧୬୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୩,୯୨୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୩%

ଆରୋଗ୍ୟ ହୋଇଛନ୍ତି ୯୭.୬୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୬, ୫୭, ୧୭, ୧୩୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୪, ୫୧, ୪୨୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୩ ୭୪୫୦ ୧୨୯
ଆନ୍ଧ୍ରପ୍ରଦେଶ ୧୪୬୦୩ ୨୦୦୪୭୮୬ ୧୨୪୩ ୧୪୦୩୦ ୧୧
ଅରୁଣାଚଳ ପ୍ରଦେଶ ୫୪୫ ୫୩୧୨୭ ୫୪ ୨୭୧
ଆସାମ ୫୩୯୬ ୫୮୫୪୩୫ ୭୦୬ ୫୭୭୫
ବିହାର ୬୬ ୭୧୬୧୨୮ ୧୫ ୯୬୫୮
ଚଣ୍ଡିଗଡ଼ ୨୯ ୬୪୩୧୭ ୮୧୮
ଛତିଶଗଡ ୩୫୦ ୯୯୧୦୪୮ ୪୧ ୧୩୫୫୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୧
ଦିଲ୍ଲୀ ୪୦୪ ୧୪୧୨୮୫୮ ୫୩ ୨୫୦୮୩
୧୦ ଗୋଆ ୭୦୦ ୧୭୧୦୯୯ ୩୫ ୩୨୮୯ ୭୦
୧୧ ଗୁଜୁରାଟ ୧୪୯ ୮୧୫୪୨୪ ୧୯ ୧୦୦୮୨
୧୨ ହରିୟାଣା ୩୩୫ ୭୬୦୫୪୫ ୨୪ ୯୮୦୮
୧୩ ହିମାଚଳ ପ୍ରଦେଶ ୧୬୫୦ ୨୧୧୦୦୯ ୯୫ ୩୬୪୪
୧୪ ଜାମ୍ମୁ କାଶ୍ମୀର ୧୩୪୯ ୩୨୧୫୩୨ ୧୩୧ ୪୪୧୫
୧୫ ଝାଡଖଣ୍ଡ ୧୧୦ ୩୪୨୮୫୩ ୧୧ ୫୧୩୩
୧୬ କର୍ଣ୍ଣାଟକ ୧୫୯୨୦ ୨୯୧୦୬୨୬ ୯୭୦ ୩୭୫୩୭
୧୭ କେରଳ ୧୯୧୩୧୩ ୪୨୦୯୭୪୬ ୨୫୫୮୮ ୨୨୯୮୭ ୨୦୮
୧୮ ଲଦାଖ ୪୦ ୨୦୩୭୮ ୨୦୭
୧୯ ଲକ୍ଷଦୀପ ୧୦୨୯୮ ୫୧
୨୦ ମଧ୍ୟପ୍ରଦେଶ ୧୨୪ ୭୮୧୭୨୬ ୧୦୫୧୭
୨୧ ମହାରାଷ୍ଟ୍ର ୫୨୫୮୩ ୬୩୧୭୦୭୦ ୪୩୬୪ ୧୩୮୨୭୭ ୫୬
୨୨ ମଣିପୁର ୨୬୨୧ ୧୧୩୨୫୯ ୨୨୭ ୧୮୧୭
୨୩ ମେଘାଳୟ ୧୬୬୪ ୭୫୬୯୮ ୨୬୨ ୧୩୬୭
୨୪ ମିଜୋରାମ ୧୩୯୭୩ ୬୧୨୪୭ ୯୫୦ ୨୫୦
୨୫ ନାଗାଲାଣ୍ଡ ୫୧୯ ୨୯୫୬୬ ୮୯ ୬୪୬
୨୬ ଓଡ଼ିଶା ୫୪୪୦ ୧୦୦୪୧୬୪ ୫୬୧ ୮୧୧୪
୨୭ ପୁଡୁଚେରୀ ୯୦୦ ୧୨୨୩୩୮ ୮୦ ୧୮୨୫
୨୮ ପଞ୍ଜାବ ୩୨୫ ୫୮୪୩୬୧ ୩୫ ୧୬୪୬୪
୨୯ ରାଜସ୍ଥାନ ୧୦୪ ୯୪୫୧୬୮ ୮୯୫୪
୩୦ ସିକ୍କିମ୍ ୭୪୭ ୨୯୬୧୨ ୭୧ ୩୭୯
୩୧ ତାମିଲନାଡୁ ୧୬୬୩୬ ୨୫୮୬୭୮୬ ୧୫୪୨ ୩୫୨୪୬ ୨୯
୩୨ ତେଲେଙ୍ଗାନା ୫୩୨୫ ୬୫୩୩୦୨ ୨୮୦ ୩୮୯୯
୩୩ ତ୍ରିପୁରା ୪୫୩ ୮୨୪୯୭ ୨୭ ୮୦୬
୩୪ ଉତ୍ତରାଖଣ୍ଡ ୨୯୬ ୩୩୫୬୨୫ ୩୮ ୭୩୮୯
୩୫ ଉତ୍ତରପ୍ରଦେଶ ୧୮୨ ୧୬୮୬୫୩୮ ୧୬ ୨୨୮୮୫
୩୬ ପଶ୍ଚିମବଙ୍ଗ ୮୦୫୦ ୧୫୩୨୧୯୭ ୭୫୩ ୧୮୬୧୩ ୧୪
ମୋଟ ୩୪୨୯୨୩ ୩୨୫୬୦୪୭୪ ୩୮୩୦୩ ୪୪୩୯୨୮ ୪୩୧