Odiapua.com

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧,୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯୦ ମୃତ

ନୂଆ ଦିଲ୍ଲୀ ୦୭-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୨,୮୬୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୨,୨୪,୯୩୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୪୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୫୮,୮୪୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୨,୦୧୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୯୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୧,୦୪୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୯%

ଆରୋଗ୍ୟ ହୋଇଛନ୍ତି ୯୭.୪୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୯, ୯୦, ୬୨, ୭୭୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧, ୧୩, ୫୩, ୫୭୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୩, ୩୧, ୮୯, ୩୪୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୨୬, ୦୫୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୭ ୧୨୯
ଆନ୍ଧ୍ରପ୍ରଦେଶ ୧୪୫୫୦ ୧୯୯୩୫୮୯ ୧୩୩୩ ୧୩୯୨୫ ୧୪
ଅରୁଣାଚଳ ପ୍ରଦେଶ ୬୩୪ ୫୨୫୦୭ ୧୨୪ ୨୬୭
ଆସାମ ୬୪୧୫ ୫୮୦୪୯୧ ୫୫୬ ୫୭୧୦ ୧୧
ବିହାର ୫୫ ୭୧୬୦୪୮ ୧୫ ୯୬୫୬
ଚଣ୍ଡିଗଡ଼ ୩୫ ୬୪୨୭୩ ୮୧୪
ଛତିଶଗଡ ୩୫୪ ୯୯୦୭୫୭ ୪୬ ୧୩୫୫୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୯
ଦିଲ୍ଲୀ ୩୬୭ ୧୪୧୨୫୪୨ ୧୬ ୨୫୦୮୨
୧୦ ଗୋଆ ୮୮୫ ୧୭୦୩୯୧ ୮୦ ୩୨୧୦
୧୧ ଗୁଜୁରାଟ ୧୫୨ ୮୧୫୨୭୫ ୧୩ ୧୦୦୮୨
୧୨ ହରିୟାଣା ୬୧୭ ୭୬୦୨୭୧ ୨୮ ୯୬୮୫
୧୩ ହିମାଚଳ ପ୍ରଦେଶ ୧୬୯୯ ୨୦୯୪୨୦ ୧୬୦ ୩୬୧୩
୧୪ ଜାମ୍ମୁ କାଶ୍ମୀର ୧୨୮୬ ୩୨୦୩୩୭ ୧୨୯ ୪୪୧୦
୧୫ ଝାଡଖଣ୍ଡ ୧୨୬ ୩୪୨୭୧୬ ୨୪ ୫୧୩୩
୧୬ କର୍ଣ୍ଣାଟକ ୧୭୪୧୨ ୨୯୦୧୨୯୯ ୧୦୭୧ ୩୭୪୨୬ ୧୭
୧୭ କେରଳ ୨୩୯୩୩୮ ୩୯୬୬୫୫୭ ୨୮୫୬୧ ୨୧୬୩୧ ୧୩୫
୧୮ ଲଦାଖ ୫୪ ୨୦୩୨୭ ୨୦୭
୧୯ ଲକ୍ଷଦୀପ ୧୦୨୮୮ ୫୧
୨୦ ମଧ୍ୟପ୍ରଦେଶ ୧୨୫ ୭୮୧୬୨୯ ୧୦୫୧୬
୨୧ ମହାରାଷ୍ଟ୍ର ୫୧୨୩୪ ୬୩୦୦୭୫୫ ୫୯୮୮ ୧୩୭୮୧୧ ୩୭
୨୨ ମଣିପୁର ୩୧୮୦ ୧୧୦୬୦୨ ୨୬୧ ୧୮୦୨
୨୩ ମେଘାଳୟ ୨୧୦୪ ୭୩୭୧୧ ୨୫୩ ୧୩୨୯
୨୪ ମିଜୋରାମ ୧୧୪୧୪ ୫୪୦୫୬ ୫୯୦ ୨୨୬
୨୫ ନାଗାଲାଣ୍ଡ ୭୧୨ ୨୯୦୪୫ ୫୧ ୬୩୧
୨୬ ଓଡ଼ିଶା ୬୩୨୨ ୯୯୭୭୯୦ ୭୨୭ ୮୦୫୫
୨୭ ପୁଡୁଚେରୀ ୯୧୪ ୧୨୧୪୫୨ ୭୮ ୧୮୧୮
୨୮ ପଞ୍ଜାବ ୩୨୬ ୫୮୪୦୭୯ ୪୬ ୧୬୪୪୪
୨୯ ରାଜସ୍ଥାନ ୮୬ ୯୪୫୦୯୭ ୮୯୫୪
୩୦ ସିକ୍କିମ୍ ୯୧୩ ୨୮୯୬୮ ୬୬ ୩୭୫
୩୧ ତାମିଲନାଡୁ ୧୬୨୫୬ ୨୫୭୨୯୪୨ ୧୫୬୪ ୩୫୦୩୬ ୧୮
୩୨ ତେଲେଙ୍ଗାନା ୫୫୦୫ ୬୫୦୪୫୩ ୩୩୯ ୩୮୮୬
୩୩ ତ୍ରିପୁରା ୬୯୧ ୮୧୮୬୬ ୮୦ ୮୦୩
୩୪ ଉତ୍ତରାଖଣ୍ଡ ୩୭୯ ୩୩୫୩୫୮ ୩୫ ୭୩୮୮
୩୫ ଉତ୍ତରପ୍ରଦେଶ ୨୨୭ ୧୬୮୬୩୬୯ ୧୫ ୨୨୮୬୧
୩୬ ପଶ୍ଚିମବଙ୍ଗ ୮୪୮୦ ୧୫୨୫୫୮୧ ୬୬୪ ୧୮୫୧୫ ୧୩
ମୋଟ ୩୯୨୮୬୪ ୩୨୨୨୪୯୩୭ ୪୨୯୪୨ ୪୪୧୦୪୨ ୨୯୦