Odiapua.com

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧, ୨୫୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫ ମୃତ

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୫,୩୭୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୮୫,୫୩୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୭୦୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୧,୯୮୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୮୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୦୭୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୩, ୫୩, ୯୦, ୪୯୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୫, ୯୨, ୪୦୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୨ ୧୨୯
ଆନ୍ଧ୍ରପ୍ରଦେଶ ୩୪୬ ୨୩୦୪୪୨୮ ୫୦ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୮ ୨୯୬
ଆସାମ ୧୩୫୮ ୭୧୬୧୯୯ ୬୬୩୯
ବିହାର ୩୨ ୮୧୮୧୭୧ ୧୨୨୫୬
ଚଣ୍ଡିଗଡ଼ ୧୯ ୯୦୭୨୭ ୧୧୬୫
ଛତିଶଗଡ ୧୪୭ ୧୧୩୭୯୦୩ ୨୨ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୪୪ ୧୮୩୮୦୪୪ ୯୪ ୨୬୧୫୧
୧୦ ଗୋଆ ୨୯ ୨୪୧୪୨୧ ୩୮୩୦
୧୧ ଗୁଜୁରାଟ ୨୩୪ ୧୨୧୨୭୦୩ ୩୩ ୧୦୯୪୨
୧୨ ହରିୟାଣା ୩୨୯ ୯୭୪୧୨୫ ୮୬ ୧୦୬୧୨
୧୩ ହିମାଚଳ ପ୍ରଦେଶ ୧୭୧ ୨୮୦୧୮୭ ୨୫ ୪୧୩୩
୧୪ ଜାମ୍ମୁ କାଶ୍ମୀର ୧୪୬ ୪୪୮୭୮୧ ୪୭୫୦
୧୫ ଝାଡଖଣ୍ଡ ୬୪ ୪୨୯୭୫୧ ୧୧ ୫୩୧୫
୧୬ କର୍ଣ୍ଣାଟକ ୧୭୬୧ ୩୯୦୩୫୪୭ ୧୦୫ ୪୦୦୫୧
୧୭ କେରଳ ୪୫୧୩ ୬୪୫୯୦୫୭ ୪୭୧ ୬୭୮୨୨ ୨୫
୧୮ ଲଦାଖ ୧୫ ୨୭୯୭୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୫୮ ୧୦୩୦୧୭୩ ୨୦ ୧୦୭୩୪
୨୧ ମହାରାଷ୍ଟ୍ର ୯୬୪ ୭୭୨୪୮୭୫ ୭୨ ୧୪୭୭୮୦
୨୨ ମଣିପୁର ୩୭ ୧୩୪୯୨୯ ୨୧୨୦
୨୩ ମେଘାଳୟ ୩୮ ୯୨୧୨୮ ୧୫୯୩
୨୪ ମିଜୋରାମ ୧୧୬୨ ୨୨୨୨୫୮ ୩୦୨ ୬୮୪
୨୫ ନାଗାଲାଣ୍ଡ ୧୬ ୩୪୬୯୬ ୭୫୮
୨୬ ଓଡ଼ିଶା ୪୭୨ ୧୨୭୭୯୨୧ ୪୨ ୯୧୧୯
୨୭ ପୁଡୁଚେରୀ ୧୬୩୮୧୦ ୧୯୬୨
୨୮ ପଞ୍ଜାବ ୧୩୦ ୭୪୧୧୯୬ ୧୭ ୧୭୭୪୧
୨୯ ରାଜସ୍ଥାନ ୨୬୪ ୧୨୭୩୧୦୫ ୪୫ ୯୫୫୧
୩୦ ସିକ୍କିମ୍ ୧୭ ୩୮୬୬୯ ୪୫୨
୩୧ ତାମିଲନାଡୁ ୩୬୬ ୩୪୧୪୩୨୩ ୬୧ ୩୮୦୨୫
୩୨ ତେଲେଙ୍ଗାନା ୪୯୨ ୭୮୬୫୭୮ ୫୨ ୪୧୧୧
୩୩ ତ୍ରିପୁରା ୯୯୯୫୧ ୯୧୯
୩୪ ଉତ୍ତରାଖଣ୍ଡ ୫୦୧ ୪୨୯୦୨୯ ୫୯ ୭୬୯୧
୩୫ ଉତ୍ତରପ୍ରଦେଶ ୪୬୭ ୨୦୪୬୬୩୯ ୩୧ ୨୩୪୯୪
୩୬ ପଶ୍ଚିମବଙ୍ଗ ୬୮୦ ୧୯୯୫୩୫୬ ୬୭ ୨୧୧୯୭
ମୋଟ ୧୫୩୭୮ ୪୨୪୮୫୫୩୪ ୧୭୦୫ ୫୨୧୦୭୦ ୩୫