ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୬୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୬,୭୪୧ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।
ସମଗ୍ର ଦେଶରେ ସମୁଦାୟ ୪,୨୪,୮୦,୪୩୬ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪୯ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୧୮,୦୩୨ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪,୭୮୯ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୦,୮୫୫ କୁ ବୃଦ୍ଧି ପାଇଛି। ଅବଶ୍ୟ ମହାରାଷ୍ଟ୍ରରୁ ସବୁଠାରୁ ଅଧିକ ସଂଖ୍ୟକ ମୃତ୍ୟୁ ରିପୋର୍ଟ ହୋଇଛି।
ସକ୍ରୀୟ ଆକ୍ରାନ୍ତ ୦.୦୪%
ଆରୋଗ୍ୟ ହୋଇଛନ୍ତି ୯୮.୭୫%
ଏବଂ ମୃତ୍ୟୁ ସଂଖ୍ୟା ୧.୨୧%
ଟିକାକରଣ
ଦେଶରେ ମୋଟ ଟିକାକରଣ ୧, ୮୨, ୮୭, ୬୮, ୪୭୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୯, ୦୭, ୪୭୯
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୨ | ୯୯୦୧ | ୦ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୪୨୯ | ୨୩୦୪୨୪୮ | ୫୫ | ୧୪୭୩୦ | ୦ |
୩ | ଅରୁଣାଚଳ ପ୍ରଦେଶ | ୧ | ୬୪୧୮୭ | ୦ | ୨୯୬ | ୦ |
୪ | ଆସାମ | ୧୩୬୩ | ୭୧୬୧୯୩ | ୧ | ୬୬୩୯ | ୦ |
୫ | ବିହାର | ୩୩ | ୮୧୮୧୫୯ | ୮ | ୧୨୨୫୬ | ୦ |
୬ | ଚଣ୍ଡିଗଡ଼ | ୨୩ | ୯୦୭୧୫ | ୩ | ୧୧୬୫ | ୦ |
୭ | ଛତିଶଗଡ | ୧୪୦ | ୧୧୩୭୮୬୪ | ୧୨ | ୧୪୦୩୪ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୦ | ୧୧୪୩୭ | ୦ | ୪ | ୦ |
୯ | ଦିଲ୍ଲୀ | ୪୬୬ | ୧୮୩୭୭୪୨ | ୧୦୦ | ୨୬୧୫୦ | ୧ |
୧୦ | ଗୋଆ | ୩୪ | ୨୪୧୪୦୩ | ୪ | ୩୮୩୦ | ୦ |
୧୧ | ଗୁଜୁରାଟ | ୨୮୨ | ୧୨୧୨୬୨୧ | ୨୬ | ୧୦୯୪୨ | ୦ |
୧୨ | ହରିୟାଣା | ୩୯୮ | ୯୭୩୯୨୩ | ୪୦ | ୧୦୬୦୩ | ୩ |
୧୩ | ହିମାଚଳ ପ୍ରଦେଶ | ୨୧୨ | ୨୮୦୧୧୫ | ୧୩ | ୪୧୩୨ | ୦ |
୧୪ | ଜାମ୍ମୁ କାଶ୍ମୀର | ୧୩୫ | ୪୪୮୭୫୨ | ୧୦ | ୪୭୫୦ | ୦ |
୧୫ | ଝାଡଖଣ୍ଡ | ୭୬ | ୪୨୯୭୨୦ | ୧୪ | ୫୩୧୫ | ୦ |
୧୬ | କର୍ଣ୍ଣାଟକ | ୧୮୩୪ | ୩୯୦୩୨୮୬ | ୮୫ | ୪୦୦୪୮ | ୪ |
୧୭ | କେରଳ | ୫୨୧୯ | ୬୪୫୭୩୦୦ | ୮୭୨ | ୬୭୬୩୧ | ୮୧ |
୧୮ | ଲଦାଖ | ୨୨ | ୨୭୯୬୮ | ୩ | ୨୨୮ | ୦ |
୧୯ | ଲକ୍ଷଦୀପ | ୦ | ୧୧୩୫୦ | ୦ | ୫୨ | ୦ |
୨୦ | ମଧ୍ୟପ୍ରଦେଶ | ୧୩୨ | ୧୦୩୦୧୨୬ | ୨୬ | ୧୦୭୩୪ | ୦ |
୨୧ | ମହାରାଷ୍ଟ୍ର | ୮୯୨ | ୭୭୨୪୫୬୦ | ୩୪୬ | ୧୪୭୭୭୯ | ୪୦୦୭ |
୨୨ | ମଣିପୁର | ୩୩ | ୧୩୪୯୧୭ | ୫୨ | ୨୧୨୦ | ୦ |
୨୩ | ମେଘାଳୟ | ୫୧ | ୯୨୧୧୦ | ୬ | ୧୫୯୩ | ୦ |
୨୪ | ମିଜୋରାମ | ୧୨୭୪ | ୨୨୧୬୯୩ | ୧୪୮ | ୬୮୦ | ୧ |
୨୫ | ନାଗାଲାଣ୍ଡ | ୨୦ | ୩୪୬୯୨ | ୧୧ | ୭୫୮ | ୦ |
୨୬ | ଓଡ଼ିଶା | ୪୪୨ | ୧୨୭୭୮୧୯ | ୧୪୨ | ୯୧୧୭ | ୦ |
୨୭ | ପୁଡୁଚେରୀ | ୯ | ୧୬୩୮୦୩ | ୨ | ୧୯୬୨ | ୦ |
୨୮ | ପଞ୍ଜାବ | ୧୧୫ | ୭୪୧୧୪୭ | ୧୭ | ୧୭୭୪୦ | ୨ |
୨୯ | ରାଜସ୍ଥାନ | ୨୮୩ | ୧୨୭୨୯୯୯ | ୫୩ | ୯୫୫୧ | ୦ |
୩୦ | ସିକ୍କିମ୍ | ୧୮ | ୩୮୬୬୪ | ୨ | ୪୫୧ | ୦ |
୩୧ | ତାମିଲନାଡୁ | ୪୪୬ | ୩୪୧୪୧୪୧ | ୬୬ | ୩୮୦୨୫ | ୦ |
୩୨ | ତେଲେଙ୍ଗାନା | ୫୭୫ | ୭୮୬୩୮୮ | ୮୦ | ୪୧୧୧ | ୦ |
୩୩ | ତ୍ରିପୁରା | ୧ | ୯୯୯୫୧ | ୦ | ୯୧୯ | ୦ |
୩୪ | ଉତ୍ତରାଖଣ୍ଡ | ୫୫୨ | ୪୨୮୯୦୩ | ୭୨ | ୭୬୯୧ | ୦ |
୩୫ | ଉତ୍ତରପ୍ରଦେଶ | ୪୯୧ | ୨୦୪୬୫୦୨ | ୦ | ୨୩୪୯୩ | ୧ |
୩୬ | ପଶ୍ଚିମବଙ୍ଗ | ୭୩୮ | ୧୯୯୫୧୩୭ | ୮୦ | ୨୧୧୯୭ | ୦ |
ମୋଟ | ୧୬୭୪୧ | ୪୨୪୮୦୪୩୬ | ୨୩୪୯ | ୫୨୦୮୫୫ | ୪୧୦୦ |