Odiapua.com

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୯୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଦେଶରେ ଆଜି କମିଲା ଦୈନିକ ସଂକ୍ରମଣ କିନ୍ତୁ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯,୯୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭୯,୩୧୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୧୫,୧୯୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୨୯୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୧୯,୩୯୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୬୧୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୪୮୯୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୮%

ଆରୋଗ୍ୟ ହୋଇଛନ୍ତି ୯୮.୬୧%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୬, ୩୨, ୪୩, ୦୦୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୦୦, ୦୨୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୮୫, ୨୬, ୩୫୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୮୮, ୬୪୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୩ ୯୯୩୩ ୧୨୯
ଆନ୍ଧ୍ରପ୍ରଦେଶ ୨୯୮ ୨୩୦୫୪୧୦ ୨୦ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୪ ୨୯୬
ଆସାମ ୧୨୮ ୭୧୬୨୫୮ ୭୯୮୮
ବିହାର ୩୧୩ ୮୧୮୭୩୬ ୩୧ ୧୨୨୫୬
ଚଣ୍ଡିଗଡ଼ ୩୪୨ ୯୧୫୯୫ ୨୫ ୧୧୬୫
ଛତିଶଗଡ ୪୬୩ ୧୧୩୮୬୩୯ ୩୮ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୩୭୫ ୧୮୯୧୫୩୬ ୧୨୨୧ ୨୬୨୩୮
୧୦ ଗୋଆ ୭୬୧ ୨୪୨୬୩୫ ୫୭ ୩୮୩୩
୧୧ ଗୁଜୁରାଟ ୧୪୬୧ ୧୨୧୫୪୫୩ ୧୩୦ ୧୦୯୪୬
୧୨ ହରିୟାଣା ୩୧୦୩ ୯୯୬୫୫୯ ୫୬୬ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୯୨ ୨୮୧୧୩୭ ୨୧ ୪୧୩୮
୧୪ ଜାମ୍ମୁ କାଶ୍ମୀର ୧୬୯ ୪୪୯୫୯୮ ୧୨ ୪୭୫୩
୧୫ ଝାଡଖଣ୍ଡ ୧୧୧ ୪୩୦୧୧୭ ୫୩୧୯
୧୬ କର୍ଣ୍ଣାଟକ ୪୯୨୮ ୩୯୧୬୩୨୦ ୬୩୭ ୪୦୧୧୩
୧୭ କେରଳ ୨୩୧୪୫ ୬୫୦୮୮୫୦ ୨୦୭୨ ୬୯୮୮୯
୧୮ ଲଦାଖ ୨୭ ୨୮୦୬୩ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୩୫ ୧୦୩୨୪୩୨ ୫୬ ୧୦୭୪୦
୨୧ ମହାରାଷ୍ଟ୍ର ୨୪୬୧୩ ୭୭୬୫୬୦୨ ୧୪୮୫ ୧୪୭୮୮୮
୨୨ ମଣିପୁର ୧୩୫୧୨୩ ୨୧୨୦
୨୩ ମେଘାଳୟ ୩୯ ୯୨୨୪୧ ୧୫୯୪
୨୪ ମିଜୋରାମ ୧୨୯ ୨୨୭୯୨୧ ୩୨ ୭୦୧
୨୫ ନାଗାଲାଣ୍ଡ ୩୪୭୪୦ ୭୬୧
୨୬ ଓଡ଼ିଶା ୨୯୨ ୧୨୭୯୪୭୯ ୪୬ ୯୧୨୬
୨୭ ପୁଡୁଚେରୀ ୧୨୯ ୧୬୩୯୮୨ ୧୯୬୨
୨୮ ପଞ୍ଜାବ ୫୯୩ ୭୪୩୦୩୦ ୫୨ ୧୭୭୫୯
୨୯ ରାଜସ୍ଥାନ ୬୭୬ ୧୨୭୬୯୬୬ ୬୨ ୯୫୬୧
୩୦ ସିକ୍କିମ୍ ୩୮୭୩୦ ୪୫୩
୩୧ ତାମିଲନାଡୁ ୩୯୫୧ ୩୪୧୯୫୮୩ ୨୫୭ ୩୮୦୨୬
୩୨ ତେଲେଙ୍ଗାନା ୨୧୧୭ ୭୯୦୦୭୩ ୧୫୫ ୪୧୧୧
୩୩ ତ୍ରିପୁରା ୯୯୯୬୬ ୯୨୩
୩୪ ଉତ୍ତରାଖଣ୍ଡ ୬୦୫ ୪୨୯୯୮୩ ୧୦ ୭୬୯୫
୩୫ ଉତ୍ତରପ୍ରଦେଶ ୨୮୨୫ ୨୦୫୮୬୧୪ ୧୮୦ ୨୩୫୨୭
୩୬ ପଶ୍ଚିମବଙ୍ଗ ୨୦୪୪ ୧୯୯୮୮୮୮ ୯୨ ୨୧୨୦୯
ମୋଟ ୭୯୩୧୩ ୪୨୭୧୫୧୯୩ ୭୨୯୩ ୫୨୪୮୯୦ ୧୭