Odiapua.com

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୮ ମୃତ

ନୂଆ ଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୨୨୩୨୭ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୭,୫୪,୨୮୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୬୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୧୨,୩୬୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୭୭୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୫,୭୫୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୯୯%

ଆରୋଗ୍ୟ ହୋଇଛନ୍ତି ୯୭.୬୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୯, ୫୫, ୦୪, ୫୯୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୧, ୯୦, ୯୩୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୧, ୧୧, ୮୪, ୫୪୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୯୨, ୭୫୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୪୨୧ ୧୨୯
ଆନ୍ଧ୍ରପ୍ରଦେଶ ୧୩୬୭୭ ୧୯୭୭୧୬୩ ୧୭୧୫ ୧୩୭୫୦ ୧୫
ଅରୁଣାଚଳ ପ୍ରଦେଶ ୧୧୨୭ ୫୧୦୨୩ ୧୩୬ ୨୫୯
ଆସାମ ୮୦୦୫ ୫୭୨୦୮୪ ୫୩୨ ୫୬୦୦ ୧୩
ବିହାର ୧୦୨ ୭୧୫୮୫୩ ୧୯ ୯୬୫୦
ଚଣ୍ଡିଗଡ଼ ୩୫ ୬୪୨୨୨ ୮୧୨
ଛତିଶଗଡ ୬୫୩ ୯୯୦୦୨୨ ୧୦୨ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୧
ଦିଲ୍ଲୀ ୪୧୧ ୧୪୧୧୯୯୫ ୧୧୪ ୨୫୦୭୯
୧୦ ଗୋଆ ୯୩୨ ୧୬୯୨୩୯ ୭୯ ୩୧୮୬
୧୧ ଗୁଜୁରାଟ ୧୬୦ ୮୧୫୦୯୧ ୨୫ ୧୦୦୭୯
୧୨ ହରିୟାଣା ୬୬୪ ୭୬୦୦୪୭ ୨୧ ୯୬୬୯
୧୩ ହିମାଚଳ ପ୍ରଦେଶ ୨୦୫୪ ୨୦୬୬୨୮ ୨୫୩ ୩୫୭୮
୧୪ ଜାମ୍ମୁ କାଶ୍ମୀର ୧୦୫୫ ୩୧୮୯୬୧ ୧୨୩ ୪୪୦୪
୧୫ ଝାଡଖଣ୍ଡ ୧୫୩ ୩୪୨୪୭୦ ୧୯ ୫୧୩୨
୧୬ କର୍ଣ୍ଣାଟକ ୧୯୮୧୦ ୨୮୮୪୦୩୨ ୧୭୦୧ ୩୭୧୮୪ ୨୯
୧୭ କେରଳ ୧୫୯୮୭୦ ୩୬୭୨୩୫୭ ୧୯୩୪୯ ୧୯୭୫୭ ୧୭୩
୧୮ ଲଦାଖ ୫୫ ୨୦୨୩୮ ୨୦୭
୧୯ ଲକ୍ଷଦୀପ ୨୮ ୧୦୨୩୯ ୫୧
୨୦ ମଧ୍ୟପ୍ରଦେଶ ୮୪ ୭୮୧୫୦୯ ୧୦୫୧୬
୨୧ ମହାରାଷ୍ଟ୍ର ୫୩୨୬୦ ୬୨୪୩୦୩୪ ୪୨୪୦ ୧୩୬୩୫୫ ୨୮୮
୨୨ ମଣିପୁର ୩୬୧୦ ୧୦୬୨୨୯ ୪୭୮ ୧୭୫୯
୨୩ ମେଘାଳୟ ୨୮୨୦ ୭୦୧୨୭ ୨୬୮ ୧୨୮୫
୨୪ ମିଜୋରାମ ୬୬୬୪ ୪୭୧୯୨ ୪୦୩ ୨୦୧
୨୫ ନାଗାଲାଣ୍ଡ ୮୮୮ ୨୮୧୭୦ ୭୪ ୬୧୧
୨୬ ଓଡ଼ିଶା ୭୪୬୧ ୯୮୭୩୬୯ ୧୦୩୫ ୭୪୯୩ ୬୭
୨୭ ପୁଡୁଚେରୀ ୭୬୫ ୧୨୦୪୩୩ ୧୦୩ ୧୮୦୯
୨୮ ପଞ୍ଜାବ ୪୨୩ ୫୮୩୫୬୪ ୪୬ ୧୬୩୫୫
୨୯ ରାଜସ୍ଥାନ ୧୨୮ ୯୪୪୯୫୮ ୪୧ ୮୯୫୪
୩୦ ସିକ୍କିମ୍ ୧୫୪୮ ୨୭୫୬୨ ୯୬ ୩୬୭
୩୧ ତାମିଲନାଡୁ ୧୮୬୦୩ ୨୫୫୦୭୧୦ ୧୮୪୨ ୩୪୭୬୧ ୨୭
୩୨ ତେଲେଙ୍ଗାନା ୬୨୭୬ ୬୪୫୫୯୪ ୪୨୦ ୩୮୬୨
୩୩ ତ୍ରିପୁରା ୧୧୧୩ ୮୦୪୮୦ ୧୪୫ ୭୯୧
୩୪ ଉତ୍ତରାଖଣ୍ଡ ୩୧୦ ୩୩୫୦୯୯ ୧୮ ୭୩୭୭
୩୫ ଉତ୍ତରପ୍ରଦେଶ ୩୫୨ ୧୬୮୬୦୦୬ ୩୪ ୨୨୭୯୪
୩୬ ପଶ୍ଚିମବଙ୍ଗ ୯୨୧୭ ୧୫୧୬୫୦୯ ୭୨୦ ୧୮୩୮୩ ୧୨
ମୋଟ ୩୨୨୩୨୭ ୩୧୭୫୪୨୮୧ ୩୪୧୬୯ ୪୩୫୭୫୮ ୬୪୮