Odiapua.com

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୮୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୮୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫୩,୬୩୭ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୬୭,୦୮୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୭୧୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୬% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୪୫,୫୧୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩.୦୮୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୯୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୨%

ଆରୋଗ୍ୟ ହୋଇଛନ୍ତି ୯୮.୬୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୫, ୫୦, ୮୭, ୨୭୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୫୮, ୬୦୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୨୪ ୧୨୯
ଆନ୍ଧ୍ରପ୍ରଦେଶ ୧୬୪ ୨୩୦୫୨୭୭ ୧୬ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୨ ୨୯୬
ଆସାମ ୩୩ ୭୧୬୨୪୬ ୭୯୮୮
ବିହାର ୧୩୬ ୮୧୮୫୯୯ ୧୭ ୧୨୨୫୬
ଚଣ୍ଡିଗଡ଼ ୨୩୮ ୯୧୪୦୫ ୧୯ ୧୧୬୫
ଛତିଶଗଡ ୧୯୫ ୧୧୩୮୪୮୭ ୧୦ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୩୧୭୭ ୧୮୮୫୧୩୦ ୫୦୦ ୨୬୨୨୩
୧୦ ଗୋଆ ୫୪୯ ୨୪୨୨୩୦ ୩୦ ୩୮୩୩
୧୧ ଗୁଜୁରାଟ ୯୨୦ ୧୨୧୪୬୬୩ ୭୭ ୧୦୯୪୫
୧୨ ହରିୟାଣା ୧୮୪୪ ୯୯୪୦୨୬ ୨୭୧ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୪୮ ୨୮୦୯୯୭ ୪୧୩୬
୧୪ ଜାମ୍ମୁ କାଶ୍ମୀର ୯୯ ୪୪୯୫୨୨ ୪୭୫୨
୧୫ ଝାଡଖଣ୍ଡ ୬୫ ୪୩୦୦୫୨ ୫୩୧୯
୧୬ କର୍ଣ୍ଣାଟକ ୩୮୮୨ ୩୯୧୩୩୫୩ ୪୦୦ ୪୦୧୦୮
୧୭ କେରଳ ୧୬୨୭୮ ୬୪୯୬୨୮୦ ୧୫୭୬ ୬୯୮୪୨
୧୮ ଲଦାଖ ୨୨ ୨୮୦୪୬ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୩୮୧ ୧୦୩୨୧୦୧ ୨୫ ୧୦୭୩୯
୨୧ ମହାରାଷ୍ଟ୍ର ୧୮୨୬୭ ୭୭୪୯୨୭୬ ୨୧୬୫ ୧୪୭୮୭୫
୨୨ ମଣିପୁର ୧୩୫୧୨୧ ୨୧୨୦
୨୩ ମେଘାଳୟ ୯୨୨୩୪ ୧୫୯୩
୨୪ ମିଜୋରାମ ୧୯୯ ୨୨୭୭୪୯ ୨୦ ୭୦୧
୨୫ ନାଗାଲାଣ୍ଡ ୩୪୭୩୬ ୭୬୧
୨୬ ଓଡ଼ିଶା ୧୯୭ ୧୨୭୯୩୫୧ ୧୪ ୯୧୨୬
୨୭ ପୁଡୁଚେରୀ ୪୯ ୧୬୩୯୪୪ ୧୯୬୨
୨୮ ପଞ୍ଜାବ ୩୩୯ ୭୪୨୭୩୮ ୨୨ ୧୭୭୫୬
୨୯ ରାଜସ୍ଥାନ ୫୯୬ ୧୨୭୬୪୯୮ ୩୪ ୯୫୬୦
୩୦ ସିକ୍କିମ୍ ୧୩ ୩୮୭୧୮ ୪୫୩
୩୧ ତାମିଲନାଡୁ ୧୬୩୨ ୩୪୧୮୩୧୨ ୧୫୩ ୩୮୦୨୫
୩୨ ତେଲେଙ୍ଗାନା ୧୨୫୯ ୭୮୯୪୩୩ ୭୬ ୪୧୧୧
୩୩ ତ୍ରିପୁରା ୯୯୯୬୬ ୯୨୩
୩୪ ଉତ୍ତରାଖଣ୍ଡ ୫୬୧ ୪୨୯୮୯୨ ୩୮ ୭୬୯୩
୩୫ ଉତ୍ତରପ୍ରଦେଶ ୧୫୧୦ ୨୦୫୭୩୧୧ ୧୬୪ ୨୩୫୨୫
୩୬ ପଶ୍ଚିମବଙ୍ଗ ୮୬୬ ୧୯୯୮୪୭୨ ୫୭ ୨୧୨୦୬
ମୋଟ ୫୩୬୩୭ ୪୨୬୬୭୦୮୮ ୫୭୧୮ ୫୨୪୭୯୨ ୧୫