Odiapua.com

ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦ ମୃତ

ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୧,୭୭୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୬୧,୪୮୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୪୨୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୭୮,୨୩୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩,୪୯୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୯୭୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୧%

ଆରୋଗ୍ୟ ହୋଇଛନ୍ତି ୯୮.୫୮%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୬, ୯୪, ୪୦, ୯୩୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୭୩, ୩୪୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୩ ୯୯୫୭ ୧୨୯
ଆନ୍ଧ୍ରପ୍ରଦେଶ ୪୬୨ ୨୩୦୫୫୮୭ ୪୨ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୫ ୨୯୬
ଆସାମ ୨୧୭ ୭୧୬୩୦୩ ୭୯୮୮
ବିହାର ୫୭୬ ୮୧୮୯୨୯ ୬୭ ୧୨୨୫୭
ଚଣ୍ଡିଗଡ଼ ୪୫୮ ୯୧୭୫୫ ୫୫ ୧୧୬୫
ଛତିଶଗଡ ୬୪୩ ୧୧୩୮୮୭୩ ୭୧ ୧୪୦୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୨ ୧୧୪୪୪
ଦିଲ୍ଲୀ ୫୫୦୭ ୧୮୯୭୦୯୧ ୧୬୯୪ ୨୬୨୪୩
୧୦ ଗୋଆ ୯୨୬ ୨୪୩୦୬୧ ୧୨୮ ୩୮୩୩
୧୧ ଗୁଜୁରାଟ ୨୦୯୮ ୧୨୧୬୨୪୫ ୨୦୯ ୧୦୯୪୬
୧୨ ହରିୟାଣା ୩୦୯୯ ୯୯୯୨୨୩ ୬୩୭ ୧୦୬୨୨
୧୩ ହିମାଚଳ ପ୍ରଦେଶ ୨୫୯ ୨୮୧୨୪୩ ୨୧ ୪୧୪୦
୧୪ ଜାମ୍ମୁ କାଶ୍ମୀର ୨୫୦ ୪୪୯୬୭୨ ୨୪ ୪୭୫୫
୧୫ ଝାଡଖଣ୍ଡ ୧୭୭ ୪୩୦୧୫୩ ୫୩୧୯
୧୬ କର୍ଣ୍ଣାଟକ ୫୧୮୦ ୩୯୧୯୧୫୫ ୭୦୩ ୪୦୧୧୪
୧୭ କେରଳ ୨୬୮୩୭ ୬୫୧୯୮୧୬ ୩୦୪୪ ୬୯୯୩୫ ୧୧
୧୮ ଲଦାଖ ୪୧ ୨୮୦୭୯ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୮୨ ୧୦୩୨୬୭୭ ୭୦ ୧୦୭୪୦
୨୧ ମହାରାଷ୍ଟ୍ର ୨୫୩୧୭ ୭୭୮୧୨୩୨ ୩୭୫୨ ୧୪୭୮୯୬
୨୨ ମଣିପୁର ୧୩୫୧୨୪ ୨୧୨୦
୨୩ ମେଘାଳୟ ୧୫ ୯୨୨୭୭ ୧୫୯୪
୨୪ ମିଜୋରାମ ୧୪୨ ୨୨୭୯୯୬ ୧୧ ୭୦୨
୨୫ ନାଗାଲାଣ୍ଡ ୩୪୭୪୨ ୭୬୧
୨୬ ଓଡ଼ିଶା ୪୦୧ ୧୨୭୯୬୦୨ ୬୭ ୯୧୨୬
୨୭ ପୁଡୁଚେରୀ ୧୮୨ ୧୬୪୦୬୫ ୨୮ ୧୯୬୨
୨୮ ପଞ୍ଜାବ ୭୫୨ ୭୪୩୩୬୮ ୧୦୯ ୧୭୭୬୪
୨୯ ରାଜସ୍ଥାନ ୭୮୫ ୧୨୭୭୩୨୭ ୮୫ ୯୫୬୨
୩୦ ସିକ୍କିମ୍ ୧୪ ୩୮୭୩୬ ୪୫୩
୩୧ ତାମିଲନାଡୁ ୫୯୧୨ ୩୪୨୧୫୫୨ ୬୨୧ ୩୮୦୨୬
୩୨ ତେଲେଙ୍ଗାନା ୩୩୨୨ ୭୯୦୬୯୨ ୨୧୯ ୪୧୧୧
୩୩ ତ୍ରିପୁରା ୯୯୯୬୭ ୯୨୩
୩୪ ଉତ୍ତରାଖଣ୍ଡ ୬୪୨ ୪୩୦୧୦୬ ୪୦ ୭୬୯୫
୩୫ ଉତ୍ତରପ୍ରଦେଶ ୩୫୩୬ ୨୦୬୦୩୧୭ ୫୦୭ ୨୩୫୩୨
୩୬ ପଶ୍ଚିମବଙ୍ଗ ୩୪୮୦ ୧୯୯୯୫୫୦ ୧୯୫ ୨୧୨୧୪
ମୋଟ ୯୧୭୭୯ ୪୨୭୬୧୪୮୧ ୧୨୪୨୫ ୫୨୪୯୭୪ ୨୦