ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୫,୮୫୯ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।
ସମଗ୍ର ଦେଶରେ ସମୁଦାୟ ୪,୨୪,୮୩,୮୨୯ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧,୫୬୭ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୦,୭୨୩ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୨୮ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୦୩୫ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୦୪%
ଆରୋଗ୍ୟ ହୋଇଛନ୍ତି ୯୮.୭୫%
ଏବଂ ମୃତ୍ୟୁ ସଂଖ୍ୟା ୧.୨୧%
ଟିକାକରଣ
ଦେଶରେ ମୋଟ ଟିକାକରଣ ୧, ୮୩, ୨୬, ୩୫, ୬୭୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪, ୨୦, ୮୪୨
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୭୮, ୭୩, ୫୫, ୩୫୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୩୨, ୩୮୯
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୨ | ୯୯୦୧ | ୦ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୩୬୭ | ୨୩୦୪୩୭୮ | ୫୫ | ୧୪୭୩୦ | ୦ |
୩ | ଅରୁଣାଚଳ ପ୍ରଦେଶ | ୦ | ୬୪୧୮୮ | ୦ | ୨୯୬ | ୦ |
୪ | ଆସାମ | ୧୩୬୦ | ୭୧୬୧୯୭ | ୩ | ୬୬୩୯ | ୦ |
୫ | ବିହାର | ୩୦ | ୮୧୮୧୬୭ | ୫ | ୧୨୨୫୬ | ୦ |
୬ | ଚଣ୍ଡିଗଡ଼ | ୨୩ | ୯୦୭୨୩ | ୬ | ୧୧୬୫ | ୦ |
୭ | ଛତିଶଗଡ | ୧୫୫ | ୧୧୩୭୮୮୧ | ୧୨ | ୧୪୦୩୪ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୦ | ୧୧୪୩୭ | ୦ | ୪ | ୦ |
୯ | ଦିଲ୍ଲୀ | ୪୪୮ | ୧୮୩୭୯୫୦ | ୮୬ | ୨୬୧୫୧ | ୧ |
୧୦ | ଗୋଆ | ୨୯ | ୨୪୧୪୧୯ | ୧୦ | ୩୮୩୦ | ୦ |
୧୧ | ଗୁଜୁରାଟ | ୨୫୯ | ୧୨୧୨୬୭୦ | ୨୬ | ୧୦୯୪୨ | ୦ |
୧୨ | ହରିୟାଣା | ୩୭୨ | ୯୭୪୦୩୯ | ୫୯ | ୧୦୬୦୮ | ୧ |
୧୩ | ହିମାଚଳ ପ୍ରଦେଶ | ୧୮୩ | ୨୮୦୧୬୨ | ୧୨ | ୪୧୩୩ | ୧ |
୧୪ | ଜାମ୍ମୁ କାଶ୍ମୀର | ୧୩୪ | ୪୪୮୭୭୪ | ୧୦ | ୪୭୫୦ | ୦ |
୧୫ | ଝାଡଖଣ୍ଡ | ୬୯ | ୪୨୯୭୪୦ | ୧୨ | ୫୩୧୫ | ୦ |
୧୬ | କର୍ଣ୍ଣାଟକ | ୧୮୧୯ | ୩୯୦୩୪୪୨ | ୬୨ | ୪୦୦୫୦ | ୧ |
୧୭ | କେରଳ | ୪୬୬୩ | ୬୪୫୮୫୮୬ | ୫୯୩ | ୬୭୭୯୭ | ୨୫ |
୧୮ | ଲଦାଖ | ୧୬ | ୨୭୯୭୪ | ୨ | ୨୨୮ | ୦ |
୧୯ | ଲକ୍ଷଦୀପ | ୦ | ୧୧୩୫୦ | ୦ | ୫୨ | ୦ |
୨୦ | ମଧ୍ୟପ୍ରଦେଶ | ୧୫୨ | ୧୦୩୦୧୫୩ | ୧୩ | ୧୦୭୩୪ | ୦ |
୨୧ | ମହାରାଷ୍ଟ୍ର | ୯୨୬ | ୭୭୨୪୮୦୩ | ୧୦୬ | ୧୪୭୭୮୦ | ୧ |
୨୨ | ମଣିପୁର | ୪୦ | ୧୩୪୯୨୪ | ୩ | ୨୧୨୦ | ୦ |
୨୩ | ମେଘାଳୟ | ୪୪ | ୯୨୧୨୧ | ୬ | ୧୫୯୩ | ୦ |
୨୪ | ମିଜୋରାମ | ୧୨୧୯ | ୨୨୧୯୫୬ | ୭୧ | ୬୮୧ | ୦ |
୨୫ | ନାଗାଲାଣ୍ଡ | ୧୬ | ୩୪୬୯୬ | ୨ | ୭୫୮ | ୦ |
୨୬ | ଓଡ଼ିଶା | ୪୭୨ | ୧୨୭୭୮୭୯ | ୬୦ | ୯୧୧୮ | ୦ |
୨୭ | ପୁଡୁଚେରୀ | ୪ | ୧୬୩୮୦୮ | ୦ | ୧୯୬୨ | ୦ |
୨୮ | ପଞ୍ଜାବ | ୧୨୯ | ୭୪୧୧୭୯ | ୧୩ | ୧୭୭୪୦ | ୦ |
୨୯ | ରାଜସ୍ଥାନ | ୩୦୦ | ୧୨୭୩୦୬୦ | ୧୯ | ୯୫୫୧ | ୦ |
୩୦ | ସିକ୍କିମ୍ | ୨୦ | ୩୮୬୬୬ | ୧ | ୪୫୨ | ୧ |
୩୧ | ତାମିଲନାଡୁ | ୩୯୪ | ୩୪୧୪୨୬୨ | ୫୮ | ୩୮୦୨୫ | ୦ |
୩୨ | ତେଲେଙ୍ଗାନା | ୫୧୪ | ୭୮୬୫୨୬ | ୬୩ | ୪୧୧୧ | ୦ |
୩୩ | ତ୍ରିପୁରା | ୨ | ୯୯୯୫୧ | ୦ | ୯୧୯ | ୦ |
୩୪ | ଉତ୍ତରାଖଣ୍ଡ | ୫୧୮ | ୪୨୮୯୭୦ | ୧୬ | ୭୬୯୧ | ୦ |
୩୫ | ଉତ୍ତରପ୍ରଦେଶ | ୪୬୪ | ୨୦୪୬୬୦୮ | ୧୦୬ | ୨୩୪୯୪ | ୦ |
୩୬ | ପଶ୍ଚିମବଙ୍ଗ | ୭୧୬ | ୧୯୯୫୨୮୯ | ୭୭ | ୨୧୧୯୭ | ୦ |
ମୋଟ | ୧୫୮୫୯ | ୪୨୪୮୩୮୨୯ | ୧୫୬୭ | ୫୨୧୦୩୫ | ୩୧ |