Odiapua.com

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୮୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୮୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୧,୨୫୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୬,୩୮,୮୪୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୦୪୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୨,୭୭,୧୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬,୨୫୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୦୯୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୫%

ଆରୋଗ୍ୟ ହୋଇଛନ୍ତି ୯୮.୫୬%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୮, ୩୧, ୨୪, ୬୯୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬, ୧୦, ୮୬୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୬ ୧୦୩୭୨ ୧୨୯
ଆନ୍ଧ୍ରପ୍ରଦେଶ ୧୧୭୧ ୨୩୧୯୦୩୦ ୧୧୨ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୫୫ ୬୫୯୫୩ ୨୮ ୨୯୬
ଆସାମ ୨୯୭୮ ୭୩୧୮୪୦ ୫୦୮ ୮୦୨୮
ବିହାର ୮୧୨ ୮୩୨୮୬୧ ୯୨ ୧୨୨୮୭
ଚଣ୍ଡିଗଡ଼ ୫୯୪ ୯୬୨୬୭ ୭୨ ୧୧୭୫
ଛତିଶଗଡ ୧୫୪୨ ୧୧୫୫୨୭୬ ୩୫୧ ୧୪୦୯୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦ ୧୧୫୫୩
ଦିଲ୍ଲୀ ୭୫୧୯ ୧୯୫୧୯୧୪ ୨୧୩୦ ୨୬୩୮୯
୧୦ ଗୋଆ ୯୭୧ ୨୪୯୨୨୨ ୧୨୦ ୩୮୫୬
୧୧ ଗୁଜୁରାଟ ୩୭୧୯ ୧୨୫୧୦୩୧ ୬୩୫ ୧୦୯୯୩
୧୨ ହରିୟାଣା ୪୬୦୬ ୧୦୨୮୦୨୯ ୯୬୫ ୧୦୬୫୪
୧୩ ହିମାଚଳ ପ୍ରଦେଶ ୨୨୦୭ ୩୦୧୨୯୬ ୮୦୪ ୪୧୮୪
୧୪ ଜାମ୍ମୁ କାଶ୍ମୀର ୪୧୫୪ ୪୬୫୧୨୨ ୫୮୦ ୪୭୭୯
୧୫ ଝାଡଖଣ୍ଡ ୫୦୭ ୪୩୫୫୪୦ ୩୮ ୫୩୩୦
୧୬ କର୍ଣ୍ଣାଟକ ୧୦୪୭୫ ୩୯୮୧୮୨୫ ୧୬୫୩ ୪୦୧୮୯
୧୭ କେରଳ ୮୭୭୦ ୬୬୫୮୭୪୦ ୧୦୧୭ ୭୦୬୪୪
୧୮ ଲଦାଖ ୬୫ ୨୮୭୯୨ ୧୬ ୨୨୮
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୮୪୭ ୧୦୪୦୭୦୦ ୧୬୨ ୧୦୭୬୩
୨୧ ମହାରାଷ୍ଟ୍ର ୧୨୧୪୮ ୭୯୧୩୨୦୯ ୧୧୪୨ ୧୪୮୧୭୨
୨୨ ମଣିପୁର ୧୫୬ ୧୩୭୨୨୦ ୧୯ ୨୧୪୩
୨୩ ମେଘାଳୟ ୫୦୩ ୯୪୦୬୭ ୩୨ ୧୬୧୩
୨୪ ମିଜୋରାମ ୭୨୧ ୨୩୩୮୬୯ ୩୨୬ ୭୧୭
୨୫ ନାଗାଲାଣ୍ଡ ୩୫ ୩୫୦୬୦ ୭୭୬
୨୬ ଓଡ଼ିଶା ୩୨୬୧ ୧୩୧୦୬୩୫ ୪୭୯ ୯୧୫୬
୨୭ ପୁଡୁଚେରୀ ୪୫୯ ୧୬୯୭୨୮ ୫୧ ୧୯୬୭
୨୮ ପଞ୍ଜାବ ୧୪୬୪୫ ୭୪୭୧୦୧ ୧୭୮୫୯
୨୯ ରାଜସ୍ଥାନ ୪୫୮୬ ୧୨୮୭୭୪୪ ୮୫୧ ୯୫୯୩
୩୦ ସିକ୍କିମ୍ ୨୫୭ ୪୨୩୫୯ ୩୫ ୪୮୦
୩୧ ତାମିଲନାଡୁ ୭୧୪୫ ୩୫୧୪୩୧୩ ୯୬୪ ୩୮୦୩୩
୩୨ ତେଲେଙ୍ଗାନା ୩୧୮୩ ୮୨୨୧୭୩ ୫୨୮ ୪୧୧୧
୩୩ ତ୍ରିପୁରା ୧୬୫ ୧୦୬୪୮୧ ୬୮ ୯୩୮
୩୪ ଉତ୍ତରାଖଣ୍ଡ ୧୯୨୪ ୪୩୬୭୦୪ ୧୨୧ ୭୭୨୭
୩୫ ଉତ୍ତରପ୍ରଦେଶ ୫୬୪୭ ୨୦୮୫୪୧୯ ୪୭୬ ୨୩୫୮୭
୩୬ ପଶ୍ଚିମବଙ୍ଗ ୫୨୯୯ ୨୦୭୬୦୩୬ ୬୫୮ ୨୧୪୨୨
ମୋଟ ୧୧୧୨୫୨ ୪୩୬୩୮୮୪୪ ୧୫୦୪୦ ୫୨୭୦୯୮ ୨୮