Odiapua.com

ଦେଶକୁ ଫେରିଲେ ହତ୍ୟା ହେବେ ଏହି ସୁନ୍ଦରୀ

ନୂଆଦିଲ୍ଲୀ: ଇରାନର ପୂର୍ବତନ ମିସ୍ ଇରାନ୍ ବହାରେହ ଜରେ ବହାରୀ ସପ୍ତାହେ ହେଲା ଫିଲିପିନ୍ସ ଏୟାରପୋର୍ଟରେ ଫସି ରହିଛନ୍ତି।କାରଣ ବହାରେହ ଜରେ ବହାରୀଙ୍କ ନାମରେ ତାଙ୍କ ଦେଶ ଇରାନରେ ଏକ ଅଭିଯୋଗ ପାଇଁ ତାଙ୍କ ନାମରେ ଇଣ୍ଟରପୋଲ ଆଲର୍ଟ ଜାରୀ ହୋଇଛି।ବହାରେହ ଏବେ ଫିଲିପିନ୍ସରେ ଶରଣ ମାଗିଛନ୍ତି।କାରଣ ସେ ଆଶଙ୍କା କରୁଛନ୍ତି ନିଜ ଦେଶ ଇରାନ୍ ଫେରିଲେ ସେଠାରେ ତାଙ୍କର ହତ୍ୟା କରାଯିବ।ନଚେତ୍ ଅତି କମରେ ତାଙ୍କୁ ୨୫ ବର୍ଷ ଜେଲ ଦଣ୍ଡ ହେବ।//ଦେବଦତ୍ତ ରଥ