Odiapua.com

 ଦେବଗଡ ଜିଲ୍ଲାରେ ପହଞ୍ଚିଲେ ୫ଟି ସଚିବ

ଭୁବନେଶ୍ୱର/ଦେବଗଡ୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦେବଗଡ ଜିଲ୍ଲାରେ ପହଞ୍ଚିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ଦେବଗଡର ମୂଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ ସେବା କିପରି ଚାଲିଛି ରୋଗି ଓ ସେମାନଙ୍କ ସଂପର୍କୀୟ ମାନଙ୍କୁ ପଚାରି ବୁଝିଛନ୍ତି । ପାଣ୍ଡଆନଙ୍କ ସହ ସ୍ୱସ୍ଥ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିବା ସୁଚନା ମିଳିଛି । ଦୁଇ ସଚିବଙ୍କ ଗ୍ରସ୍ତକୁ ନେଇ ଦେବଗଡ ମୂଖ୍ୟ ଡାକ୍ତର ଖାନା ଚଳଚଞ୍ଚଳ ହେବା ଦେଖିବାକୁ ମିଳିଛି ।