Odiapua.com

ଦୁଷ୍କର୍ମକାରୀକୁ ୧୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା

ବାଲେଶ୍ୱର ୧୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ୨୦୧୮ ମସିହାରେ ବାଲେଶ୍ୱର ସଦର ଅଞ୍ଚଳରେ ଜଣେ ନାବାଳିକାକୁ ଅଭିଯୁକ୍ତ ବୁଦ୍ଧିଆ ସିଂ ଦୁଷ୍କର୍ମ କରିଥିବା ଅଭିଯୋଗକୁ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାର କରି ଅଭିଯୁକ୍ତ ବୁଦ୍ଧିଆକୁ ୧୫ ବର୍ଷ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ନାମାରେ ସ୍ପଷ୍ଟ କରିଛନ୍ତି ।