Odiapua.com

ଦୁର୍ଘଟଣାରେ ଓଲଟିଲା ଡାକମେଡିସିନ ଗାଡି, ଚାଳକ ସୁରକ୍ଷିତ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ୧୦ଟା ସମୟରେ କଲିକତାରୁ ମେଡିିସିନ ପରିବହନ କରୁଥିବା ଡବ୍ଲୁବି ୦୯ ଡି ୯୪୬୯ ଡାକ ଗାଡିକୁ ଏକ ଅଜଣା ଗାଡି ପଛରୁ ଧକ୍କା ଦେବା ଫଳରେ ମେଡିସିନ ଗାଡି ଓଲଟି ପଡିଥିଲା। ଧକ୍କା ଦେଇଥିବା ଯାନ ଫେରାର ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ଗାଡିରେ ଥିବା ଚାଳକକୁ ସୁରକ୍ଷିତ ଉଦ୍ଧାର କରିଥିôଲା।