Odiapua.com

ଦୁନିଆର ଶ୍ରେଷ୍ଠ ୨୦୦୦ କମ୍ପାନୀ ଭିତରେ ଭାରତର ୨୪ କମ୍ପାନୀ

ଭୁବନେଶ୍ୱର;୧୭,ଅକ୍ଟୋବର:ଫୋବର୍ସ ଦୁନିଆର ସର୍ବଶ୍ରେଷ୍ଠ ୨୦୦୦ କମ୍ପାନୀର ସୂଚୀ ଜାରି କରିଛି।ଯେଉଁଥିରେ ଭାରତର ୨୪ଟି କମ୍ପାନୀ ରହିଛନ୍ତି।ଏଥିରେ ଏଲଏଣ୍ଡଟି ୨୨ ତମ ସ୍ଥାନରେ,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୫୫ ତମ ସ୍ଥାନରେ,ଗ୍ରାସୀମ ଇଣ୍ଡଷ୍ଟ୍ରିଜ ୫୯ତମ ସ୍ଥାନରେ ଏବଂ ଏଚଡିଏଫସି ୯୧ ତମ ସ୍ଥାନରେ ରହିଛନ୍ତି।ଗୁଗୁଲର ମୂଳ କମ୍ପାନୀ ଅଲଫାବେଟ ଲଗାତାର ଦୂତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନରେ ଥିବା ବେଳେ ମାଇକ୍ରୋସଫ୍ଟ ଦୂତୀୟ ସ୍ଥାନରେ ଏବଂ ଏପଲ ତୃତୀୟ ସ୍ଥାନରେ ଅଛନ୍ତି।/ଦେବଦତ୍ତ