Odiapua.com

ଦୁଇ ଦିନ ମଧ୍ୟରେ ବର୍ଷା ସମ୍ଭାବନା

ଏହି ସମୟରେ ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାରେ ବି ପ୍ରବଳ ବର୍ଷା ଅର୍ଥାତ୍‌ ୮୦ ମିମିରୁ ଅଧିକ ବର୍ଷା ହୋଇପାରେ। ଉକ୍ତ ୬ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ହୋଇଥିବା ବେଳେ ମାଲକାନଗିରି, ଖୋର୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଜଗତ୍‌ସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି।