ଦୁଃଖ ପ୍ରକାଶ କଲେ ପ୍ରକାଶ

ଭୁବନେଶ୍ୱର/କଟକ: ଭୁବନେଶ୍ୱର – କଟକ କମିସନରେଟ ପୋଲିସ ତା’ର ୧୨ତମ ପ୍ରତିଷ୍ଠା ଦିବସ ପାଳନ କଲା।ତେବେ ଏହି ପ୍ରତିଷ୍ଠା ଦିବସ ଉତ୍ସବକୁ ନିମନ୍ତ୍ରିତ କରାନଯିବା ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି।ପ୍ରକାଶ ମିଶ୍ର ଟ୍ୱିଟ କରିଛନ୍ତି, ” ଆଜି ଲାଗୁଛି କମିସନରେଟ ପୋଲିସ ତାର ପ୍ରତିଷ୍ଠା ଦିବସ ପାଳନ କଲା।ଏହା ଜାଣିବାକୁ ମିଳିଲା କି ଅନେକ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।କିନ୍ତୁ, ମତେ ସେପରି କୌଣସି ନିମନ୍ତ୍ରଣ ମିଳିଲା ନାହିଁ।ଏହା … Continue reading ଦୁଃଖ ପ୍ରକାଶ କଲେ ପ୍ରକାଶ