Odiapua.com

ଦିଲ୍ଲୀର ଚାନ୍ଦନୀଚୌକରେ ବଡ଼ ଘରଣର ଅଗ୍ନିକାଣ୍ଡ : ୨୦ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ

ନୂଆଦିଲ୍ଲୀ ୨୪-୧୧ (ଓଡ଼ିଆ ପୁଅ) ଏସିଆର ସବୁଠୁ ବଡ଼ ଇଲେକ୍ଟୋନିକ୍ସ ମାର୍କେଟ ଭାଗୀରଥ ପ୍ଲେସ ମାର୍କେଟରେ ବଡ଼ ଘରଣର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଭାଗୀରଥ ପ୍ୟାଲେସ ହେଉଛି ଚାନ୍ଦିନୀଚୌକ ନିକଟରେ ଏହା ଏସିଆର ସବୁଠାରୁ ବଡ଼ ଇଲେକ୍ଟୋନିକ୍ସ ମାର୍କେଟ। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ିନାହିଁ। ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି। ଅଗ୍ନିଶମ ବିୱାଗ ନିଆଁ ଲିଭା କାର୍ଯ୍ୟରେ ଲାଗିଛି।