ଦିନେ ଲୋକଙ୍କ ନଜରରେ ରିଅଲ୍ ଭିଲେନ୍ ହୋଇଯାଇଥିଲେ ମହାଭାରତ ସିରିଏଲର ଦୁର୍ଯ୍ୟୋଧନ .. ତେବେ କାହିଁକି?

ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇଅଛନ୍ତି। ଏ’ ଭିତରେ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷା ପାଇଁ ଫିଲ୍ମ ଏବଂ ସିରିଏଲ୍ ଗୁଡ଼ିକର ସୁଟିଂ ବନ୍ଦ୍ ହୋଇଯାଇଛି। ଲୋକଙ୍କ ମନୋରଞ୍ଜନ ଏବଂ ସମୟ ଅତିବାହିତ ପାଇଁ ଏବେ ଅନେକ ପୂରୁଣା ଧାରାବାହିକ ଗୁଡ଼ିକର ପୁନଃ ପ୍ରସାରଣ ହେଉଛି। ତନ୍ମଧ୍ୟରୁ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ମହାଭାରତ ଅନ୍ୟତମ। ମହାଭାରତରେ ପ୍ରମୁଖ ଚରିତ୍ର ମାନଙ୍କ ମଧ୍ୟରେ … Continue reading ଦିନେ ଲୋକଙ୍କ ନଜରରେ ରିଅଲ୍ ଭିଲେନ୍ ହୋଇଯାଇଥିଲେ ମହାଭାରତ ସିରିଏଲର ଦୁର୍ଯ୍ୟୋଧନ .. ତେବେ କାହିଁକି?