Odiapua.com

ଦିଅର ଭାଉଜକୁ କହିଲା: ଆଜି ଘରେ କେହି ନାହାଁନ୍ତି, ତୁ ଆଉ ମୁଁ, ଚାଲ୍ … ତା’ ପରେ ଯାହା ହେଲା ତାହା ଜାଣି ଗାଁ ଲୋକଙ୍କ ହୋସ ଉଡ଼ିଗଲା

ନୂଆ ଦିଲ୍ଲୀ ୧୨ ଜୁଲାଇ (ଓଡ଼ିଆ ପୁଅ) ଛତିଶଗଡର ସିମଗାରେ ଘଟିଛି ଏକ ଅଭାବନୀୟ ଘଟଣା। ସାଧାରଣତଃ ଜଣେ ଦିଅର ଗୁହାରାମ ଭାଉଡ ଆମିନ୍‌ ବାଇକୁ ସବୁବେଳେ ହଇରାଣ କରୁଥାଏ। ବିଭିନ୍ନ ପ୍ରସଙ୍ଗରେ ଏପରିକି ସ୍ୱାମୀ ଆଗରେ ମଧ୍ୟ ବିଭିନ୍ନ କଥା କହି ହଇରାଣ ହରକତ କରୁଥାଏ। କଷ୍ଟ ଦେଉଥାଏ। ଭାଉଜ, କରିବ କ’ଣ, ସହିବାକୁ ପଡ଼େ। କିନ୍ତୁ ପରେ ଏପରି ପଦକ୍ଷେପ ଭାଉଜ ନେଲାଯେ, ଗାଁ ଲୋକେ ବିଶ୍ୱାସ କରିପାରିଲେନି।

ଭାଉଜ ସେଦିନ ଘରେ ଥିଲେ ଏକୁଟିଆ। ଦିଅର ଏହାର ସୁଯୋଗ ନେଇ ଘରକୁ ଆସି କହିଲା ଚାଲ୍, ଆଜି ଘରେ କେହି ନାହାଁନ୍ତି। ମୋ ପାଖରେ ଶୋଇବୁ। ଏହା ଶୁଣି ଭାଉଜ ବହୁତ ହଇରାଣରେ ପଡ଼ିଗଲା। କିନ୍ତୁ ପୂର୍ବ ପରି ଦିଅରର ହଇରାଣ କରିବା ଗଲାନାହିଁ। ଭିଡ଼ି ଭିଡ଼ି ବେଡ୍ ରୁମ୍‌କୁ ଭାଉଜକୁ ନେଇଗଲା। କିନ୍ତୁ ଭାଉଜ ଆସି ଅଗଣାରେ କାନ୍ଦିବାରେ ଲାଗିଲା। ହେଲେ ଦିଅର ଗୁହାରାମ ଭାଉଜର ଚୁଟି ଭିଡ଼ି ଘୋଷାଡ଼ି ନେଲା। ଭାଉଜ ଅମଙ୍ଗ ହେବା ପରେ ଦିଅର ଅଶ୍ଲିଳ କାର୍ଯ୍ୟ କରିବାରେ ଲାଗିଲା। ପରେ ଦିଅର ଶୋଇପଡ଼ିଲା। ସବୁଦିନର କଷ୍ଟ ସହିନପାରି ଭାଉଜ ଖଟ ତଳେ ଥୁଆ ହୋଇଥିଲା ପରିବା କାଟିବା ପନିକି। ପନିକିରେ ଦିଅରର ବେକ କାଟିଦେଲା। ଏହା ପରେ ଏହାକୁ ଅନ୍ୟ କେହି ଅପରାଧି ଘଟାଇଛି ବୋଲି ପୋଲିସ୍ କୁ କହିବାରେ ଲାଗିଲା। କିନ୍ତୁ ପୋଲିସ୍ ଶକ୍ତଭାବେ ପଚାରିବା ପରେ ସବୁ ଘଟଣା କହିଗଲା ଭାଉଜ ଏବେ ଭାଉଜକୁ ପୋଲିସ୍ ଗିରଫ କରିଛି ଏବଂ କୋର୍ଟ ଚାଲାଣ କରିଛି। ଦିଅରର ଶବକୁ ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।