Odiapua.com

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି

ଭୁବନେଶ୍ବର ୨୮-୧୦ (ଓଡ଼ିଆ ପୁଅ) : ବିଜେଡିରୁ ନିଲମ୍ବିତ ହେଲେ ସମ୍ବଲପୁର ଜିଲ୍ଲାର ରାଜ୍ୟ ସଂପାଦକ ଶୈଳେଶ ଦାନି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଏ ନେଇ ବିଜେଡ଼ି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।