Odiapua.com

ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା

କେନ୍ଦୁଝର ୮/୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗୋଧିରାମପଡ଼ାରେ ଡବଲ ମର୍ଡର ହୋଇଛି । ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ଘର ବାରଣ୍ଡାରେ ପଡିଛି ସ୍ୱାମୀ ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ । ବର୍ତ୍ତମାନ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ରାତିରେ ଶୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦମ୍ପତି ହେଲେ ରାମାଇ ମୁଣ୍ଡା ଓ ଚମ୍ପା ମୁଣ୍ଡା । ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।