Odiapua.com

ଥମୁନି ହାତୀ ଉପଦ୍ରବ

କୁଚିଣ୍ଡା,୦୬/୧୦,(ଓଡିଆ ପୁଅ ପି ନାୟକ): ପୁଣି ଦେଖାଦେଇଛି ହାତୀ ଆତଙ୍କ ।  ତେବେ ବର୍ତ୍ତମାନ ଏହି ଆତଙ୍କ କୁଚିଣ୍ଡା ଅଞ୍ଚଳରେ ଦେଖାଦେଇଛି । ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ମୁଣ୍ଡରେ ହାତ ଦେଇ ଚିନ୍ତାରେ ଅଛନ୍ତି ଲୋକେ । ହାତିପଲ ପ୍ରତି ଦିନ ଆସି ଏଭଳି ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।