Odiapua.com

ତେଲେଙ୍ଗାନା ବିଧନସଭା ଉପ ନିର୍ବାଚନ : ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ : ବିଜେପି ପଛରେ

ଧାମନଗର ୬-୧୧ (ଓଡ଼ିଆ ପୁଅ) ତେଲେଙ୍ଗାନା ବିଧନସଭା ଉପ ନିର୍ବାଚନ : କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହୋଇଛି ତେଲେଙ୍ଗାନାର ମୁନୁଗୁଡ଼ାରେ ଭୋଟ ଗଣତି। ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।

ଟିଆରଏସ୍ ପ୍ରାର୍ଥୀ ପ୍ରଭାକର ରେଡ୍ଡୀ ଙ୍କୁ ୧୪, ୧୯୯ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜଗୋପାଲ ରେଡ୍ଡୀ ଙ୍କୁ ୧୩, ୭୪୮ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଶ୍ରବନ୍ତୀଙ୍କୁ ୩୬୩୭ ଭୋଟ ମିଳିଛି। ତେବେ ଟିଆରଏସ୍ ପ୍ରାର୍ଥୀ ୪୫୧ ଉୋଟରେ ଆଗୁଆ ଅଛନ୍ତି।