Odiapua.com

ତିତିଲି ତାଣ୍ଡବ:ମଲାଗୁଣୀରେ ବନ୍ୟା; ରେଲୱେ ପୋଲ ପାଖଦେଇ ଯାଉଛି ପାଣି

ରେଲୱେ ପୋଲ ପାଖଦେଇ ଯାଉଛି ପାଣି:ଦେଖନ୍ତୁ ଭିଡିଓ…
ଭୁବନେଶ୍ୱର;୧୨,ଅକ୍ଟୋବର:ସାମୁଦ୍ରିକ ଝଡ଼ ତିତଲିର ପ୍ରଭାବରେ ବିଭିର୍ଣ୍ଣ ସ୍ଥାନରେ ବାତ୍ୟା ଉତ୍ପାତ କରିବା ପରେ ୧୧ ତାରିଖ ବର୍ଷାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି।୧୧ ତାରିଖ ବିଳମ୍ବିତ ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷା ବିତ୍ପାତ ଫଳରେ ମଲାଗୁଣୀ ନଦୀରେ ବନ୍ୟା ଆସିଛି।ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଗୋଳବାଇ ଗ୍ରାମ ନିକଟରେ ଥିବା ମଲାଗୁଣୀ ବ୍ରିଜ ନିକଟରେ ବଢ଼ି ପାଣି ବ୍ରିଜ ପାଖା ପାଖି ଦେଇ ଗତି କରୁଛି।/ଦେବଦତ୍ତ ରଥ

ତଳେ କ୍ଲିକ କରି ଦେଖନ୍ତୁ ଭିଡିଓ-