ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..

ଭୁବନେଶ୍ୱର: କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ଏବେ ଦୁନିଆରେ ଅନେକ ଦେଶର ସରକାର ଏବଂ ବଡ଼ବଡ଼ କମ୍ପାନୀ କାମ ଆରମ୍ଭ କରି ଦେଇଛନ୍ତି। ଏହା ଭିତରେ ଅନ୍ତର୍ଜାତୀୟ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଦାବି କରିଛି ଯେ ତାଙ୍କ ବୈଜ୍ଞାନିକମାନେ କରୋନା ଜୀବାଣୁ ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପରୀକ୍ଷା ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। କମ୍ପାନୀ ଏକ ବିଲିୟନ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା କହିଛି। ଜନସନ୍ ଆଣ୍ଡ … Continue reading ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..