Odiapua.com

ଡାକ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ବୟସ ସୀମା

ନ୍ୟୁନତମ-୧୮ ବର୍ଷ

ଅଧିକତମ-୪୦ ବର୍ଷ

କିପରି କରିବେ ଆବେଦନ

ଓବିସି, ଇଡବ୍ଲୁଏସ୍ ର ପୁରୁଷ ଶ୍ରେଣୀର ଆବେଦନ କର୍ତ୍ତାଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏହାବ୍ୟତୀତ ସମସ୍ତ ବର୍ଗର ମହିଳା ପାର୍ଥୀମାନଙ୍କୁ ଆବେଦନ କରିବା ପାଇଁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ।