ଏହି ପଦବୀରେ ଆବେଦନ କରିବା ପାଇଁ ଆଶାୟୀ ପାର୍ଥୀମାନେ ଗଣିତ ଏବଂ ଇଂରାଜୀ ସହ କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରୁ ୧୦ମ ପାସ୍ କରିଥିବା ଆବଶ୍ୟକ। ସୂଚନା ଅନୁଯାୟୀ ୨୦୧୯ କିମ୍ବା ୨୦୨୦ ମଧ୍ୟରେ କିଛି ଅଞ୍ଚଳରେ ନିଯୁକ୍ତି କରାଯିବ। ଏହାପରେ ଝାଡଖଣ୍ଡ ଅଞ୍ଚରେ ୮୦୪, ଦିଲ୍ଲୀରେ ୧୭୪ ଏବଂ ହିମାଞ୍ଚଳ ପ୍ରଦେଶରେ ୭୫୭ ଗ୍ରାମୀଣ ଡାକ ସେବକ ନିଯୁକ୍ତି କରାଯିବ। ଏହା ବ୍ୟତୀତ ପ୍ରାର୍ଥୀ ମାନଙ୍କୁ ସମ୍ବଧିତ ରାଜ୍ୟର ସ୍ଥାନୀୟ ଭାଷା ଜଣାଥିବା ଆବଶ୍ୟକ।
ବୟସ ସୀମା
ନ୍ୟୁନତମ-୧୮ ବର୍ଷ
ଅଧିକତମ-୪୦ ବର୍ଷ
କିପରି କରିବେ ଆବେଦନ
ଓବିସି, ଇଡବ୍ଲୁଏସ୍ ର ପୁରୁଷ ଶ୍ରେଣୀର ଆବେଦନ କର୍ତ୍ତାଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏହାବ୍ୟତୀତ ସମସ୍ତ ବର୍ଗର ମହିଳା ପାର୍ଥୀମାନଙ୍କୁ ଆବେଦନ କରିବା ପାଇଁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ।