ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିଲେ, ପ୍ୟାଣ୍ଟ ଖୋଲି ବୁଲୁଥିଲେ; ୬ ଜମାତିଙ୍କ ନାମରେ ମାମଲା ରୄଜୁ

ଭୁବନେଶ୍ୱର: କରୋନା ଭାଇରସ୍ ବିରୋଧରେ ଏବେ ସାରା ବିଶ୍ଵ ଲଢ଼ୁଥିବା ବେଳେ, ଏବଂ କରୋନା ବିରୋଧି ଲଢେ଼ଇକୁ ସାରା ବିଶ୍ଵର ଅନେକ ରାଷ୍ଟ୍ର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରୁଥିବା ବେଳେ ତବଲିଗ୍ ଜମାତି ମାନେ ଏବେ ଦେଶ ପାଇଁ ଟେନ୍ସନର କାରଣ ହୋଇଛନ୍ତି। ଗାଜିଆବାଦ ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିବା, ପ୍ୟାଣ୍ଟ ଖୋଲି ବୁଲୁଥିବା ୬ ଜମାତିଙ୍କ ନାମରେ ମାମଲା ରୄଜୁ ହୋଇଥିବା ଜଣାପଡ଼ିଛି। ନିଜାମୁଦ୍ଦିନ ମରକଜ୍ ମସଜିଦରୁ ଫେରିଥିବା ସନ୍ଦିଗ୍ଧ ତବଲିଗ୍ ଜମାତିମାନେ … Continue reading ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିଲେ, ପ୍ୟାଣ୍ଟ ଖୋଲି ବୁଲୁଥିଲେ; ୬ ଜମାତିଙ୍କ ନାମରେ ମାମଲା ରୄଜୁ