Odiapua.com

ଟ୍ୱିଟର ଡାଉନ୍‌ – ଭାରତରେ ଟ୍ୱିଟର ଡାଉନ୍‌ ହୋଇଥିବା ସୂଚନା

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଭାରତରେ କିଛି ୟୁଜର୍ସ ଟ୍ୱିଟର ଡାଉନ୍‌ ହେବାର ଅଭିଯୋଗ କରିଛନ୍ତି।

ଏହାର ସୂଚନା ଡାଉନ୍‌ ଡିକ୍ଟେକ୍ଟର ଦେଇଛି। ଏହା ଅନୁଯାୟୀ, ଭାରତରେ କେତେକ ସ୍ଥାନରେ ଚ୍ୱିଟର ଡାଉନ୍‌ ହୋଇଥିବା ପ୍ରକାଶ କରିଛି। ଏହା ଗୋଟିଏ ସ୍ତାହ ମଧ୍ୟରେ ସୋସିଆଲ୍ ମିଡ଼ିଆ ଫେସ୍‌ବୁକ୍ ଏବଂ ଜିମେଲ୍‌ ଡାଉନ୍‌ ହେବା ପରେ ତୃତୀୟ ସୂଚନା।