Odiapua.com

ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ

ପୁରୀ, ୦୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର। ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ। ଚଳିତମାସ ୧୦ରୁ ରିଜର୍ଭେସନ୍‌ଚାର୍ଟର ଏହି ନିୟମ ଲାଗୁ ହେବାକୁ ଯାଉଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।