Odiapua.com

ଟ୍ରେନରେ କଟି ରେଳ କର୍ମଚାରୀ ମୃତ

ଖୋର୍ଦ୍ଧା ୩.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନରେ ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ରେଳବାଇ ଓ୍ବ।ରଲେସ ମ୍ୟାନ ରତ୍ନାକର ପଣ୍ଡା। ନିରାକାରପୁର ଷ୍ଟେସନରେ ମେମୁ ପାସେଜଂରରେ ଚଢୁଥିବା ବେଳେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ। ଟ୍ରେନ ଚକା ତାଙ୍କ ଉପରେ ଚଢି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ନିରାକାରପୁର ରେଳବାଇ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।