Odiapua.com

ଟୋକିଓରେ ‘ହଗିବିସ’ ତାଣ୍ଡବ

ନୂଆଦିଲ୍ଲୀ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଟୋକିଓରେ ତାଣ୍ଡବ ରଚାଉଛି ସାମୁଦ୍ରିକ ଝଡ ହଗିବିସ । ସ୍ଥଳଭାଗ ଛୁଇଁବା ପରେ ଟୋକିଓ ସ୍ଥିତି ଏବେ ସଙ୍ଗୀନ । ଏଥିରେ ୧୧ ଜଣଙ୍କ ମୃତ୍ୟୁ ର ସୂଚନା ରହିଥିବା ବେଳେ ୧୭ ଜଣ ଏ ଯାଏଁ ନିଖୋଜ ରହିଛନ୍ତି । ଏହା ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବିଦ୍ୟୁତ ନଥିବାରୁ ସ୍ଥିତି କହିଲେ ନ ସରେ ଭଳି ହୋଇଛି ।