Odiapua.com

ଜେଲରୁ କଏଦୀ ଚମ୍ପଟ

ନୟାଗଡ଼,୦୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ନୟାଗଡ଼ ଜେଲରୁ ବିଚାରାଧିନ କଏଦୀ ଫେରାର ହୋଇଯାଇଛି । ଫେରାର କଏଦି ଜଣକ ନୟାଗଡ ଟାଉନ ଥାନା ଲେଖନପୁରର ହିଂମାଶୁ ନାୟକ ହୋଇଥିବା ବେଳେ ଡକାୟତ ମାମଲାରେ ଗତ ୩୧ ତାରିଖରେ ସେ ଗିରଫ ହୋଇଥିଲା ।

ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ସିସିଟିଭି ଯାଞ୍ଚ ଚାଲିଥିବା ନୟାଗଡ ଏସ୍‌ପି ସୂଚନା ପ୍ରଦାନ କରିଛନ୍ତି ।