Odiapua.com

ଜିଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ରେ ଶବଦାହ ମନା

ପୁରୀ, ୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ଜିଲା ବାହାର ଓ ରାଜ୍ୟ ରାଜ୍ୟ ବାହାରୁ ଆସୁଥିବା ଶବ ଗୁଡିକୁ ପୁରୀ ସ୍ୱର୍ଗଦ୍ୱାର ରେ ଶବସତ୍କାର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏହି କଟକଣା ଚଳିତ ମାସର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।