Odiapua.com

ଜିଲାରେ ୭୨.୭୬ ପ୍ରତିଶତ ସୁସ୍ଥ ହାର ଥିବା ବେଳେ ପଜେଟିଭ ୨୬.୭୫ ପ୍ରତିଶତ ରହିଛି

ପୁରୀ, ୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ଜିଲାରେ ୧୫୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲାରେ ମୋଟ୍ଟ ଆକ୍ରାନ୍ତ ଙ୍କ ସଂଖ୍ୟା ୪୦୧୦ ରେ ପହଂଚିଚି। ବର୍ତମାନ ସୁଧା ୨, ୯୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଧା ୬୧, ୮୧୭ ଜଣ ଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ବର୍ତମାନ ଜିଲାର ମୃତ୍ୟୁ ସଂଖ୍ୟା ୧୬ ରେ ରହିଛି। ୧, ୦୭୩ ଜଣ ସକ୍ରୀୟ ଅଛନ୍ତି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।