Odiapua.com

ଜିଏସ୍‌ଟି ଠକେଇ ଅଭିଯୋଗ: ଜଣେ ଗିରଫ

ରାଉରକେଲା ୨୧-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାରେ ଆଜି ବଡ଼ ଧରଣର ଜିଏସଟି ଠକେଇର ପର୍ଦାଫାସ ହୋଇଛି। ଯାହାକୁ ନେଇ ସହରର ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ବହୁଥର ଏଭଳି ଜିଏସଟି ଠକେଇ ହୋଇଥିଲା। ମଙ୍ଗଳବାର ଦିନ ୨୦କୋଟିର ଜିଏସ୍‌ଟି ଠକେଇରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ହେଉଛି କମଲ ପସାରୀ।