Odiapua.com

ଜାରି ହେଲା ଏୟାରଷ୍ଟ୍ରାଇକର ଭିଡିଓ

ନୂଆଦିଲ୍ଲୀ,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ଜମ୍ମୁ କଶ୍ମୀରର ପୁଲୱମାରେ ୧୪ ଫେବୃୟାରୀ ରେ ଜୈଶ ଇ ମହମ୍ମଦ ସଂଗଠନର ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ହାମଲା କରିଥିଲେ । ପ୍ରତିଶୋଧ ସ୍ବରୂପ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲେ । ଆତଙ୍କବାଦୀଙ୍କ ଆଡ୍ଡା ଉପରକୁ ବାୟୁସେନା ପରମାଣୁ ବର୍ଷା କରିଥିଲା । ତେବେ ଆଜି ବାୟୁସେନା ପକ୍ଷରୁ ଏହାର ଏକ ଭିଡିଓ ଜାରି କରାଯାଇଛି ।