Odiapua.com

ଜାମୁକାଶ୍ମିର ପାହଲଗାଓଁରେ ପର୍ଯ୍ୟଟକଙ୍କୁ ନିଧନ ଘଟଣାର ଆଖଣ୍ଡଳମଣିଙ୍କ ମନ୍ଦିର ସମୁଖରେ ସମୁହ ଦୀପଦାନ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମୁକାଶ୍ମିର ପାହଲଗାଓଁରେ ନକ୍ସଲମାନେ ପର୍ଯ୍‌ଯଟକଙ୍କୁ ଗୁଳି କରି ନିଧନ କରିବା ଘଟଣାକୁ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି କାମନା କରି ଭଦ୍ରକ ଜିଲା ରକ୍ତ ସଂଗଠନ ପକ୍ଷରୁ ଆଖଣ୍ଡଳମଣିଙ୍କ ମନ୍ଦିର ସମୁଖରେ ସମୁହ ଦୀପ ପ୍ରଜ୍ୱଳନ କରାଯିବା ସହ ନିରବ ପାର୍ଥନା କରାଯାଇଛି। ଏଥିରେ ମନ୍ଦିରର ପୂଜକ ଓ କର୍ମଚାରୀ, ଭକ୍ତ ସାମିଲ ଥିଲେ।