Odiapua.com

ଜାପାନର ସାଗରରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

ଟୋକିଓ, ସେପ୍ଟେମ୍ବର ୨୯ (ଓଡ଼ିଆ ପୁଅ) ଜାପାନ ପାଣିପାଗ ବିଭାଗ (ଜେଏମଏ) ଅନୁଯାୟୀ ବୁଧବାର ଦିନ ଜାପାନ ସାଗରର ମଧ୍ୟ ଭାଗରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫:୩୭ ସମୟରେ ଏହି ଭୂକମ୍ପ ଘଟିଥିଲା ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ।