Odiapua.com

ଜାତୀୟ କୃମି ନାଶକ ଦିବସ ପାଳିତ

ବାଲିଗୁଡା, ୮/୮ (ଓଡ଼ିଆ ପୁଅ / ସଞ୍ଜୟ କୁମାର ପାଣିଗ୍ରାହୀ )ବାଲିଗୁଡା ତଥା ଏହାର ଆଖପାଖ ଅଂଚଳ ରେ ଥିବା ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଟାଉନର ପଣସ ପଡି ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ବତୀ ସାହାଣୀଙ୍କ ଜରିଆରେ କୃମି ନାଶକ ଔଷଧ ଖୁଆଇଥିଲେ ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।