Odiapua.com

ଛାତରୁ ଡେଇଁଲେ ରୋଗୀ

କଟକ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କଟକ ଏସସିବି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାଟି ହେଲା ଜଣେ ରୋଗୀ ଏସସିବି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏହା ପଛରେ କାରଣ କ’ଣ ହୋଇଥାଇ ପାରେ ତାହା ଅସ୍ପଷ୍ଟ ରହିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।